ପ୍ରିୟବ୍ରତ ପ୍ରଧାନ|Priyabrat Pradhan|(@priyabrat3) 's Twitter Profile Photo

ମହା ବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷର ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ.

ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ.



ମହା ବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷର  ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ.

ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ. 

#ମହାବିଷୁବସଂକ୍ରାନ୍ତି #ପଣାସଂକ୍ରାନ୍ତି #ଓଡ଼ିଆନବବର୍ଷ 
#PanaSankranti
#OdiaNewYear
account_circle
@Gajapati (ଗଜପତି)(@VAdkri) 's Twitter Profile Photo

ଓଡ଼ିଆ ନୂଆ ବରଷ ସେତ
ଓଡ଼ିଶାର ନୂଆ ଆଶା
ଏହି ଦିନ ଥରେ ଆସିଗଲେ ହାଏ
ବାନ୍ଧେ ମନେ କେତେ ବସା
ନୂଆ ଆଶା ନୂଆ ଭରଷା
ସଙ୍କରାନ୍ତି ରୂପେ ଆସି ପରା ସେତ
ଜଗାଏ ମନରେ ସହସା
ଶୁଭେଚ୍ଛା
Happy Odia New year to all

ଓଡ଼ିଆ ନୂଆ ବରଷ ସେତ
ଓଡ଼ିଶାର ନୂଆ ଆଶା
ଏହି ଦିନ ଥରେ ଆସିଗଲେ ହାଏ
ବାନ୍ଧେ ମନେ କେତେ ବସା
ନୂଆ ଆଶା ନୂଆ ଭରଷା
ସଙ୍କରାନ୍ତି ରୂପେ ଆସି ପରା ସେତ
ଜଗାଏ ମନରେ ସହସା
#ପଣାସଂକ୍ରାନ୍ତି #ମେରୁସଂକ୍ରାନ୍ତି #ମହାବିଷୁବସଂକ୍ରାନ୍ତି #ହନୁମାନଜୟନ୍ତୀ ଶୁଭେଚ୍ଛା
Happy Odia New year to all
#OdiaNewYear
account_circle
Sibasankar Das(@sibasankar85) 's Twitter Profile Photo

ସମସ୍ତ ଓଡ଼ିଶା ବାସୀଙ୍କୁ ପବିତ୍ର ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ








ସମସ୍ତ ଓଡ଼ିଶା ବାସୀଙ୍କୁ ପବିତ୍ର ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 

#ମହାବିଷୁବସଂକ୍ରାନ୍ତି
#ପଣାସଂକ୍ରାନ୍ତି
#ଓଡ଼ିଆନବବର୍ଷ
#ହନୁମାନଜୟନ୍ତୀ
#OdiaNewYear 
#Odisha
#ପଣାସଂକ୍ରାନ୍ତି  #ମହାବିଷୁବସଂକ୍ରାନ୍ତି 
#OdiaNewYear #ଓଡ଼ିଆନବବର୍ଷ
account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ପବିତ୍ର ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ |


ପବିତ୍ର ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ |

#ପଣାସଂକ୍ରାନ୍ତି  #ମହାବିଷୁବସଂକ୍ରାନ୍ତି 
#OdiaNewYear #ଓଡ଼ିଆନବବର୍ଷ
account_circle
ସତ୍ୟ ପରିଡ଼ା Satya Parida(@satyaparida01) 's Twitter Profile Photo

ମନ୍ଦାର !
ତାଲାବନ୍ଦ ! ଦିନ - ୨୦ । (କାହାଣୀ ସଂଖ୍ୟା-୨୦ )
ଫୁଲ ଚାଷୀ ଭକ୍ତ ମୋହନ ବାବୁଙ୍କ କାହାଣୀ ।
ଓଡ଼ିଆ ନବବର୍ଷର ଅଭିନନ୍ଦନ ,ଘରେ ରୁହନ୍ତୁ ଆଉ ନିଜେ ସୁରକ୍ଷିତ ରହିବା ସହ ପରିବାରର ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ 🙏

ମନ୍ଦାର !
#Lockdown21 ତାଲାବନ୍ଦ ! ଦିନ - ୨୦ । (କାହାଣୀ ସଂଖ୍ୟା-୨୦ ) 
ଫୁଲ ଚାଷୀ ଭକ୍ତ ମୋହନ ବାବୁଙ୍କ କାହାଣୀ ।
ଓଡ଼ିଆ ନବବର୍ଷର ଅଭିନନ୍ଦନ ,ଘରେ ରୁହନ୍ତୁ ଆଉ ନିଜେ ସୁରକ୍ଷିତ ରହିବା ସହ ପରିବାରର ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ 🙏
#Covid19India #StayHome #ଓଡ଼ିଆନବବର୍ଷ #ପଣାସଂକ୍ରାନ୍ତି #ମହାବିଷୁବସଂକ୍ରାନ୍ତି
account_circle
𝙋𝙧𝙖𝙗𝙞𝙧࿐(@Odiapuo) 's Twitter Profile Photo

ପରିବା ଆଣିବାକୁ ମାର୍କେଟ ବାହାରିଥିଲି ମହାଦେବଙ୍କ କୃପାବୃଷ୍ଟି ହେଲା, ହଠାତ ଏଇ ଫଳଟି ସ୍କୁଟି ସାମ୍ନାରେ ପଡି ମୋ ହସ୍ତଗତ ହେଲା! ହର ହର ମହାଦେବ🙏
🚩ଜୟ ଶ୍ରୀରାମ 🚩


CC: Sambit Nayak

ପରିବା ଆଣିବାକୁ ମାର୍କେଟ ବାହାରିଥିଲି ମହାଦେବଙ୍କ କୃପାବୃଷ୍ଟି ହେଲା, ହଠାତ ଏଇ ଫଳଟି ସ୍କୁଟି ସାମ୍ନାରେ ପଡି ମୋ ହସ୍ତଗତ ହେଲା! ହର ହର ମହାଦେବ🙏
🚩ଜୟ ଶ୍ରୀରାମ 🚩
#PanaSankranti #ପଣାସଂକ୍ରାନ୍ତି 
#ମହାବିଷୁବସଂକ୍ରାନ୍ତି 
CC: @sambitlnt
account_circle
𝓓𝓮𝓮𝓹𝓪𝓴 𝓑𝓮𝓱𝓮𝓻𝓪 🇮🇳 ବନ୍ଦେ ଉତ୍କଳ ଜନନୀ(@ShreeRamBhaktt) 's Twitter Profile Photo

ପବିତ୍ର ମହା ବିଷୁବ ସଂକ୍ରାନ୍ତି, ପ୍ରଭୁ ହନୁମାନ ଜୟନ୍ତୀ ଓଡ଼ିଆ ନବବର୍ଷ ଉପଲକ୍ଷେ ଆଜି ଏକ ହନୁମାନ ବିଗ୍ରହ ନିର୍ମାଣ ନିମନ୍ତେ ଶୁଭ ଦିଆଗଲା।।         ଜୟ ହନୁମାନ 🙏 🙏 🙏


ପବିତ୍ର ମହା ବିଷୁବ ସଂକ୍ରାନ୍ତି, ପ୍ରଭୁ ହନୁମାନ ଜୟନ୍ତୀ ଓଡ଼ିଆ ନବବର୍ଷ ଉପଲକ୍ଷେ ଆଜି ଏକ ହନୁମାନ ବିଗ୍ରହ ନିର୍ମାଣ ନିମନ୍ତେ ଶୁଭ ଦିଆଗଲା।।         ଜୟ ହନୁମାନ 🙏 🙏 🙏
#ଓଡ଼ିଆନବବର୍ଷ
#HanumanJayanti
#ମହାବିଷୁବସଂକ୍ରାନ୍ତି
account_circle