Shree Jagannatha(@JagannathaDham) 's Twitter Profile Photo

ପବିତ୍ର ଓଡ଼ିଆ ନବବର୍ଷରେ ଶ୍ରୀମନ୍ଦିର ସିଂହଦ୍ଵାରରୁ ଦର୍ଶନ କରନ୍ତୁ ଶ୍ରୀ ପତିତପାବନଙ୍କୁ

account_circle
ℙℝ𝔼𝔼𝕋𝕐❤️‍🔥🚩(@MySelf_Preety) 's Twitter Profile Photo

ଜୟ ମା ମଙ୍ଗଳା 🙏

ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ଅନେକ ଅନେକ ଅଭିନନ୍ଦନ 🙏🙏

||

ଜୟ ମା ମଙ୍ଗଳା 🙏

ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ଅନେକ ଅନେକ ଅଭିନନ୍ଦନ 🙏🙏

#ଓଡ଼ିଆନବବର୍ଷ || #ପଣାସଂକ୍ରାନ୍ତି
account_circle
Devasis Sarangi 🚴‍♂️𝕏(@devasissarangi) 's Twitter Profile Photo

ମହା ବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା 🙏

ନବ ବର୍ଷର ଆପଣଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିଦେଉ ❤️

Happy Pana Sankranti🥛❤️

Happy Vishu, Bohag Bihu & to friends ❤️celebrating 🎊

account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ପବିତ୍ର ଓଡ଼ିଆ ନବବର୍ଷ, ହନୁମାନ ଜୟନ୍ତୀ ତଥା ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିର ସମ୍ମୁଖରୁ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ମୁଖରୁ ବ୍ୟାଖ୍ୟା

account_circle
ଓଡିଶାର କଳା ଓ ସଂସ୍କୃତି(@odiasanskruti) 's Twitter Profile Photo

ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭ କାମନା🙏

ଅତୁଳିତ ବଳଧାମଂ ହେମ ଶୈଳାଭଦେହଂ ।
ଦନୁଜବନ କୃଶାନୁଂ ଜ୍ଞାନିନାମଗ୍ରଗଣ୍ୟମ୍ ॥
ସକଳ ଗୁଣନିଧାନଂ ବାନରାଣାମଧୀଶଂ ।
ରଘୁପତି ପ୍ରିୟଭକ୍ତଂ ବାତଜାତଂ ନମାମି ॥

#OdiaNewYear #PanaSankranti #ଓଡ଼ିଆନବବର୍ଷ #ପଣାସଂକ୍ରାନ୍ତି
account_circle
JP Prava(@missjpprava) 's Twitter Profile Photo

ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ❤️
ପଣା ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା
💜🙏

ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ❤️
ପଣା ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା 
#ଓଡ଼ିଆନବବର୍ଷ 💜🙏
account_circle
District Administration,Keonjhar(@DistAdmKeonjhar) 's Twitter Profile Photo

ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ପବିତ୍ର ଓଡ଼ିଆ ନବବର୍ଷ, ହନୁମାନ ଜୟନ୍ତୀ ତଥା ମହାବିଷୁବ ପଣା ସଂକ୍ରାନ୍ତି ର ଅବସରରେ ମାଆ ତାରିଣୀ ଙ୍କର ଦିବ୍ୟ ଦର୍ଶନ 🙏🥰😍

ପବିତ୍ର ଓଡ଼ିଆ ନବବର୍ଷ, ହନୁମାନ ଜୟନ୍ତୀ ତଥା ମହାବିଷୁବ ପଣା ସଂକ୍ରାନ୍ତି ର ଅବସରରେ ମାଆ ତାରିଣୀ  ଙ୍କର ଦିବ୍ୟ ଦର୍ଶନ 🙏🥰😍 

#OdiaNewYear #PanaSankranti #ଓଡ଼ିଆନବବର୍ଷ #ପଣାସଂକ୍ରାନ୍ତି
account_circle
The Anonymous 🇮🇳(@TheAnonymoz) 's Twitter Profile Photo

ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଆପଣ ସଭିଙ୍କୁ ଶୁଭେଚ୍ଛା ଓ ଶୁଭକାମନା।🙏

ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ରାମ, ଜୟ ଶ୍ରୀ ହନୁମାନ।🚩

ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଆପଣ ସଭିଙ୍କୁ ଶୁଭେଚ୍ଛା ଓ ଶୁଭକାମନା।🙏

ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ରାମ, ଜୟ ଶ୍ରୀ ହନୁମାନ।🚩

#ପଣାସଂକ୍ରାନ୍ତି #ଓଡ଼ିଆନବବର୍ଷ #ଠେକିବସା
account_circle
✎ कौशिक•(@LenkaKoushik) 's Twitter Profile Photo

ବୋଉ, ଯିଏ ଆମ ମାଟି ଚୁଲିରେ ଭୋକ ମାନଙ୍କୁ ନିଆଁ ଶୋଷିବା ଶିଖାଏ,
ବୋଉ, ଯିଏ ଆମ ଚ‌ଉରାରେ ମା ବୃନ୍ଦାବତୀଙ୍କୁ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଏ।।

ବୋଉ, ଯିଏ ଆମ ମାଟି ଚୁଲିରେ ଭୋକ ମାନଙ୍କୁ ନିଆଁ ଶୋଷିବା ଶିଖାଏ,
ବୋଉ, ଯିଏ ଆମ ଚ‌ଉରାରେ ମା ବୃନ୍ଦାବତୀଙ୍କୁ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଏ।।
#ପଣାସଂକ୍ରାନ୍ତି #ଓଡ଼ିଆନବବର୍ଷ ♡
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ପବିତ୍ର ଓଡ଼ିଆ ନବବର୍ଷ, ହନୁମାନ ଜୟନ୍ତୀ ତଥା ମହାବିଷୁବ ପଣା ସଂକ୍ରାନ୍ତି ର ଅବସରରେ ଶ୍ରୀ ପତିତପାବନ ଙ୍କର ପ୍ରଥମ ଦର୍ଶନ 🙏🥰😍

ପବିତ୍ର ଓଡ଼ିଆ ନବବର୍ଷ, ହନୁମାନ ଜୟନ୍ତୀ ତଥା ମହାବିଷୁବ ପଣା ସଂକ୍ରାନ୍ତି ର ଅବସରରେ ଶ୍ରୀ ପତିତପାବନ ଙ୍କର ପ୍ରଥମ ଦର୍ଶନ 🙏🥰😍 

#OdiaNewYear #PanaSankranti #ଓଡ଼ିଆନବବର୍ଷ #ପଣାସଂକ୍ରାନ୍ତି
account_circle