BJP Odisha(@BJP4Odisha) 's Twitter Profile Photo

ଚୁଲି ମୁଣ୍ଡରେ ଓଡ଼ିଆ ପିଲାଙ୍କ ଭବିଷ୍ୟତ ।

ଏହା କଣ ନବୀନ ସରକାରଙ୍କ ରୂପାନ୍ତରଣ?

account_circle
ଓଟିଭି(@otvkhabar) 's Twitter Profile Photo

କମାଲ୍ କଲେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ । ତାଳଚେରର ଅନିମେଶ ବନିଲେ ଦ୍ୱିତୀୟ IAS ଟପ୍ପର । ବିନା କୋଚିଂରେ ପ୍ରଥମ ପ୍ରୟାସରେ ବଡ଼ ସଫଳତା ।

account_circle
Er.Sushree Sangita#ଜୟ⭕❕⭕ ଜଗନ୍ନାଥ(@SangitaSethy) 's Twitter Profile Photo

Please make this song !
ମୁଁ ଓଡ଼ିଆ ଭାଷା।
ରଚନା- ଶୁଭ୍ରାଂଶୁ ପଣ୍ଡା ଗାୟକ- ଅଭିଜିତ ମିଶ୍ର।

account_circle
Aboli Naravane(@Abolinaravane) 's Twitter Profile Photo

ଓଡ଼ିଆ ନବବର୍ଷ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା l

account_circle
NIHARIKA DASH SARANGI(@NiharikaDash14) 's Twitter Profile Photo

ମହା ବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

ମହା ବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।
 #bisubhasankranti
account_circle
odiani(@_odiani_) 's Twitter Profile Photo

ଓଡ଼ିଆ ନବବର୍ଷ କିନ୍ତୁ ଓଡ଼ିଆ ଲେଖାରେ ତ୍ରୁଟି ଦେଖନ୍ତୁ କେତେ !🤦‍♀️

ଓଡ଼ିଆ ନବବର୍ଷ କିନ୍ତୁ ଓଡ଼ିଆ ଲେଖାରେ ତ୍ରୁଟି ଦେଖନ୍ତୁ କେତେ !🤦‍♀️
account_circle
Achyuta Samanta(@achyuta_samanta) 's Twitter Profile Photo

ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ଓ ଓଡ଼ିଆ ନୂଆବର୍ଷରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଓଡ଼ିଆ ନବବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିଦେଉ।

ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ଓ ଓଡ଼ିଆ ନୂଆବର୍ଷରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଓଡ଼ିଆ ନବବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିଦେଉ।
account_circle
Rajashree sahoo(@Rajashree_1208) 's Twitter Profile Photo

ଓଡ଼ିଆ ନବବର୍ଷ ଓ ପବିତ୍ର ମହାବିଷୁବ ସଂକ୍ରାନ୍ତିର ଶୁଭେଚ୍ଛା. 🙏🏻🙏🏻

ଓଡ଼ିଆ ନବବର୍ଷ ଓ ପବିତ୍ର ମହାବିଷୁବ ସଂକ୍ରାନ୍ତିର ଶୁଭେଚ୍ଛା. 🙏🏻🙏🏻
account_circle
Odisha Tourism(@odisha_tourism) 's Twitter Profile Photo

ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା।

ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା।

#PanaSankranti #OdiaNewYear
account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ଓଡ଼ିଆ ସାହିତ୍ୟର ଅନନ୍ୟ ପ୍ରତିଭା 'କବିବର' ରାଧାନାଥ ରାୟଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ।

ଓଡ଼ିଆ ସାହିତ୍ୟର ଅନନ୍ୟ ପ୍ରତିଭା 'କବିବର' ରାଧାନାଥ ରାୟଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ।
account_circle