Narendra Modi(@narendramodi) 's Twitter Profile Photo

ଓଡ଼ିଶାବାସୀଙ୍କୁ ଓଡ଼ିଆ ନବ ବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା । ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଅଭିନନ୍ଦନ । ବର୍ଷ ସାରା ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା ।

Happy and Maha Bishuba Pana Sankranti. May the coming year bring happiness and good health in everyone’s lives.

account_circle
Rahul Gandhi(@RahulGandhi) 's Twitter Profile Photo

Wishing you all a very Happy Odiya New Year, Panasankranti & Hanuman Jayanti!

jayanti. ସମସ୍ତ ଓଡିଶା ବାସୀଙ୍କୁ ଓଡ଼ିଆ ନବବର୍ଷ,ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ର ହାର୍ଦ୍ଦିକ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା।

account_circle
Tanaya Patnaik(@tanaya_p) 's Twitter Profile Photo

Culture Connects! ପଣା ସଂକ୍ରାନ୍ତିରେ ସହ ସହ ଲୋକ ପଣାର ମଜା ନେଲେ! ଆମ ସଂସ୍କୃତି ଓ ପରମ୍ପରା ହିଁ ଆମ ଲୋକଙ୍କୁ ଯୋଡ଼ିପାରିବ 🙏🏾🙏🏾

account_circle
Akshay Kumar(@akshaykumar) 's Twitter Profile Photo

नव संवत्सर —विक्रम संवत् 2078 की हार्दिक शुभकामनाएं

My best wishes to every one for 'Nav samvatsar- Vikram Samvat 2078'

Happy Gudi Padwa, Samvatsar Padvo, Yugadi, Ugadi, Cheti Chand, Navreh, Baisakhi, Naba Barsha, Bihu, Vishu, Puthandu, Cheiraoba, Pana Sankranti to all 🙏🏻

account_circle
Sofia Firdous(@sofiafirdous1) 's Twitter Profile Photo

ଓଡ଼ିଆ ନବ ବର୍ଷ ଓ ପବିତ୍ର ମହା ବିଷୁବ ପଣା ସଂକ୍ରାନ୍ତି
celebration at Office ✨✨ Relishing Bela Pana and ChennaPoda!

account_circle
ଓଟିଭି(@otvkhabar) 's Twitter Profile Photo


ଲଣ୍ଡନର ସିଟି ଅଫ୍ ବାଥ ସହରରେ ଧୁମଧାମରେ ପାଳିତ ହେଲା ମହାବିଷୁବ ପଣା ସଂକ୍ରାନ୍ତି । ସିଟି ଅଫ୍ ବାଥରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ହନୁମାନଙ୍କ ଜନ୍ମଦିବସ ପାଳନ ହୋଇଛି ।

account_circle
Higher Education Department, Govt. of Odisha 🇮🇳(@DHE_Odisha) 's Twitter Profile Photo

ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ
ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା

ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ
ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା
#odianewyear #PanaSankranti
account_circle
Taurus Lady 🐂(@shivshakti_puni) 's Twitter Profile Photo

ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🌸😊


ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🌸😊

#odianewyear
#PanaSankranti
account_circle
Sanghamitra panda(@sanghamitra_jr) 's Twitter Profile Photo

ଘର ହେଉ କି ଅଫିସ ପଣା ସଂକ୍ରାନ୍ତି ମାନେ ଯେମିତି ହେଲେବି ପଣା ପିଆ ହେବ 😊

ଘର ହେଉ କି ଅଫିସ ପଣା ସଂକ୍ରାନ୍ତି ମାନେ ଯେମିତି ହେଲେବି ପଣା ପିଆ ହେବ 😊
#PanaSankranti
account_circle
OTV(@otvnews) 's Twitter Profile Photo

Re-Up | BJP National VP Baijayant Panda attends 'Hindu Ekata Divas Rally' in Kendrapara on Pana Sankranti
odishatv.in/news/politics/…

account_circle