Priyadarsini(@Prasanti268) 's Twitter Profile Photo

ବନ୍ଦେ ଉତ୍କଳ ଜନନୀ 🙏
ଉତ୍କଳ ଦିବସ ଅବସରରେ ସମସ୍ତ ଓଡ଼ିଆଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 💐🙏💐



ବନ୍ଦେ ଉତ୍କଳ ଜନନୀ 🙏
ଉତ୍କଳ ଦିବସ ଅବସରରେ ସମସ୍ତ ଓଡ଼ିଆଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 💐🙏💐
#ଉତ୍କଳଦିବସ 
#UtkalaDibasa 
#ଓଡ଼ିଶା 
#ଓଡ଼ିଆ
account_circle
Gourab Panda(@gourabpcom) 's Twitter Profile Photo

My first ever stint was the first ever international cricketer from Odisha, Mr Debashis Mohanty. Couldn't have asked for more. ଶୁଭ ଉତ୍କଳ ଦିବସ.

My first ever #TATAIPL stint was the first ever international cricketer from Odisha, Mr Debashis Mohanty. Couldn't have asked for more.  ଶୁଭ ଉତ୍କଳ ଦିବସ.  #IPLonJioCinema #IPLinOdia #ଆଇପିଏଲ #ଉତ୍କଳଦିବସ #utkaldivas
account_circle
Narendra Modi(@narendramodi) 's Twitter Profile Photo

Best wishes on Utkala Dibasa. This is a day to acknowledge the rich role of Odisha, Odia people and culture in the progress of our nation. May the people of Odisha be blessed with good health and prosperity in the times to come.

account_circle
gpshots🍲🥃📷🚘(@gpshots1) 's Twitter Profile Photo

Party on Utkal Dibasa. Thali Rice (ଭାତ), Dalma (ଡାଲମା), Mushroom In Mustard sauce (ଛତୁ ଆମ୍ବୁଲ ରାଇ), Stuff Karela (ଗୋଟା କଲରା ଭଜା), Fish Masala (ମାଛ କସା), leafy green fry (Saga Bhaja) from
ପାଚିଲା ଆମ୍ବ



Party on Utkal Dibasa. #Odia #food #OdiaThali Rice (ଭାତ), Dalma (ଡାଲମା), Mushroom In Mustard sauce (ଛତୁ ଆମ୍ବୁଲ ରାଇ), Stuff Karela (ଗୋଟା କଲରା ଭଜା), Fish Masala (ମାଛ କସା), leafy green fry (Saga Bhaja) from #gpkichen #FoodieOdia
ପାଚିଲା ଆମ୍ବ
#ଉତ୍କଳଦିବସ 
#ଓଡ଼ିଆ 
#Odisha
#UtkalaDibasa
account_circle
Odia Society of Varanasi(@odiasociety) 's Twitter Profile Photo

Odia Society of Varanasi ଆନୁକୁଲ୍ୟରେଅନୁଷ୍ଠିତ୮୮ତମ ର କିଛି ଝଲକ!
୧. ମୁଖ୍ୟଅତିଥି ଙ୍କ ଦ୍ଵାରା ଜଗନ୍ନାଥଙ୍କ ପାଦପଦ୍ମ ରେ ପୁଷ୍ପାଞ୍ଜଳି
୨. ମହମନାଙ୍କୁ ମୁଖ୍ୟଅତିଥିଙ୍କ ଦ୍ଵାରା ମାଲ୍ୟାର୍ପଣ
୩. ଗାନ କରୁଥିବା ଛାତ୍ର ଛାତ୍ରୀ
୪. ଗାନ ସମୟରେ ଛିଡ଼ା ହେଇ ଆବୃତ୍ତି କରୁଥିବା ଓଡ଼ିଶାବାସୀ

@odiasociety ଆନୁକୁଲ୍ୟରେଅନୁଷ୍ଠିତ୮୮ତମ #ଉତ୍କଳଦିବସ ର କିଛି ଝଲକ!
୧. ମୁଖ୍ୟଅତିଥି ଙ୍କ ଦ୍ଵାରା ଜଗନ୍ନାଥଙ୍କ ପାଦପଦ୍ମ ରେ ପୁଷ୍ପାଞ୍ଜଳି
୨. ମହମନାଙ୍କୁ ମୁଖ୍ୟଅତିଥିଙ୍କ ଦ୍ଵାରା ମାଲ୍ୟାର୍ପଣ
୩. #ବନ୍ଦେଉତ୍କଳଜନନୀ ଗାନ କରୁଥିବା ଛାତ୍ର ଛାତ୍ରୀ
୪. #ବନ୍ଦେଉତ୍କଳଜନନୀ ଗାନ ସମୟରେ ଛିଡ଼ା ହେଇ ଆବୃତ୍ତି କରୁଥିବା ଓଡ଼ିଶାବାସୀ
account_circle
Dr. RR Sahoo 👩‍🔬🔬 🇮🇳(@srrashmi1) 's Twitter Profile Photo

87 years of Odisha ..... Happy to all my friends ... ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ....

My 13th anniversary at job here ..

87 years of Odisha ..... Happy #UtkalaDibasa to all my friends ... #ଉତ୍କଳଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ....

My 13th anniversary at job here ..
account_circle
Jitendra Dash 🇮🇳 🌎(@jitendradash70) 's Twitter Profile Photo

ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ

ବନ୍ଦେ ଉତ୍କଳ ଜନନୀ 🙏


Greetings on the occasion of .

🙏

CMO Odisha Naveen Patnaik ChiefSecyOdisha Pradeep Jena IAS PIB in Odisha Governor Odisha DM_Jagatsinghpur Sattvic Soul Foundation

ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ 

ବନ୍ଦେ ଉତ୍କଳ ଜନନୀ  🙏
#ଉତ୍କଳଦିବସ

Greetings on the occasion of #UtkalaDibasa.

#BandeUtkalaJanani 🙏

@CMO_Odisha @Naveen_Odisha @SecyChief @PradeepJenaIAS @PIBBhubaneswar @GovernorOdisha @CollectorJspur @SATTVIC_SOUL
account_circle
Gareeb HR 👨🏻‍💻(@GareebHR) 's Twitter Profile Photo

ସମସ୍ତଙ୍କୁ ଉତ୍କଳ ଦିବସ ଉପଲକ୍ଷ ରେ ଅନେକ ଅନେକ ଶୁଭେଛା ଏବଂ ଅଭିନନ୍ଦନ..🙏🙏🙏

ସମସ୍ତଙ୍କୁ ଉତ୍କଳ ଦିବସ ଉପଲକ୍ଷ ରେ ଅନେକ ଅନେକ ଶୁଭେଛା ଏବଂ ଅଭିନନ୍ଦନ..🙏🙏🙏

#ଉତ୍କଳଦିବସ
account_circle
Diptimayee Panda(@the_brightnesss) 's Twitter Profile Photo

ଜନମ ଭୂମି ଯେ ମାଟି ପଥରର
ଜନନୀ କି ବଳି ବଡ଼।
ସେ ଜନମ ଭୂମି ସେବା ଯେ କରଇ
ନର ଜନ୍ମ ଧନ୍ୟ ତାର।
- ପଣ୍ଡିତ ଗୋଦାବରୀଶ ମହାପାତ୍ର
ସମସ୍ତଙ୍କୁ ଉତ୍କଳ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🙏😊


account_circle
Sudarsan Pattnaik(@sudarsansand) 's Twitter Profile Photo


ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ହାର୍ଦ୍ଧିକ ଅଭିନନ୍ଦନ।

#ବନ୍ଦେଉତ୍କଳଜନନୀ 
ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ହାର୍ଦ୍ଧିକ ଅଭିନନ୍ଦନ। #ଉତ୍କଳଦିବସ  
#UtkalaDibasa
account_circle
Bharat Ki Beti 🇮🇳👧🏻(@PratibhaPriyad3) 's Twitter Profile Photo

ସମସ୍ତ ଓଡ଼ିଆ ବନ୍ଧୁଙ୍କୁ ର ଶୁଭେଚ୍ଛା
I wish all my Odia friends on the auspicious occasion of (Odisha statehood day)

ସମସ୍ତ ଓଡ଼ିଆ ବନ୍ଧୁଙ୍କୁ #ଉତ୍କଳଦିବସ ର ଶୁଭେଚ୍ଛା
I wish all my Odia friends on the auspicious occasion of #UtkalDivas (Odisha statehood day)
account_circle