Naveen Patnaik(@Naveen_Odisha) 's Twitter Profileg
Naveen Patnaik

@Naveen_Odisha

Chief Minister of Odisha;
President, Biju Janata Dal.

ID:3489768920

linkhttp://www.bjdodisha.org.in/naveen-patnaik/ calendar_today08-09-2015 05:43:50

15,7K Tweets

3,6M Followers

24 Following

Naveen Patnaik(@Naveen_Odisha) 's Twitter Profile Photo

Offer my tributes to millions of Red Cross volunteers across the globe alleviating human suffering and protecting precious lives during emergencies and natural disasters. On , let's recognise and appreciate these warriors' compassion and selfless service that…

Offer my tributes to millions of Red Cross volunteers across the globe alleviating human suffering and protecting precious lives during emergencies and natural disasters. On #WorldRedCrossDay, let's recognise and appreciate these warriors' compassion and selfless service that…
account_circle
Naveen Patnaik(@Naveen_Odisha) 's Twitter Profile Photo

Thalassemia is an inherited blood disorder that affects millions of people across the world. On , reaffirm commitment to ensure the best treatment for people afflicted with the disease and create a supportive and inclusive environment for them.

Thalassemia is an inherited blood disorder that affects millions of people across the world. On #WorldThalassemiaDay, reaffirm commitment to ensure the best treatment for people afflicted with the disease and create a supportive and inclusive environment for them.
account_circle
Naveen Patnaik(@Naveen_Odisha) 's Twitter Profile Photo

ଭବାନୀପାଟଣା ଓ ଖରିଆରରେ ଲୋକଙ୍କ ବିପୁଳ ସମର୍ଥନ ଓ ଭଲପାଇବା ଦେଖି ମୁଁ ଉତ୍ସାହିତ। 'ସମୃଦ୍ଧ ଓଡ଼ିଶା' ଗଠନ ଦିଗରେ ଏହା ବିଜୁ ଜନତା ଦଳର ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିଶ୍ଵାସ ଅତୁଟ ରଖନ୍ତୁ। ବିକାଶ ପ୍ରକ୍ରିୟାକୁ ଆହୁରି ଆଗେଇ ନେବା ପାଇଁ 'ଯୋଡ଼ିଶଙ୍ଖ' ରେ ଆଶୀର୍ବାଦ କରନ୍ତୁ।

ଭବାନୀପାଟଣା ଓ ଖରିଆରରେ ଲୋକଙ୍କ ବିପୁଳ ସମର୍ଥନ ଓ ଭଲପାଇବା ଦେଖି ମୁଁ ଉତ୍ସାହିତ। 'ସମୃଦ୍ଧ ଓଡ଼ିଶା' ଗଠନ ଦିଗରେ ଏହା ବିଜୁ ଜନତା ଦଳର ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିଶ୍ଵାସ ଅତୁଟ ରଖନ୍ତୁ। ବିକାଶ ପ୍ରକ୍ରିୟାକୁ ଆହୁରି ଆଗେଇ ନେବା ପାଇଁ 'ଯୋଡ଼ିଶଙ୍ଖ' ରେ ଆଶୀର୍ବାଦ କରନ୍ତୁ। #JodiShankha
account_circle
Naveen Patnaik(@Naveen_Odisha) 's Twitter Profile Photo

Humble tributes to Nobel laureate Gurudev , the composer of the National Anthem, on his birth anniversary. He was a great poet, philosopher, artist, educationist, and novelist. His ideologies on educational reform and women empowerment will continue to inspire…

Humble tributes to Nobel laureate Gurudev #RabindranathTagore, the composer of the National Anthem, on his birth anniversary. He was a great poet, philosopher, artist, educationist, and novelist. His ideologies on educational reform and women empowerment will continue to inspire…
account_circle
Naveen Patnaik(@Naveen_Odisha) 's Twitter Profile Photo

Congratulate the Indian men's and women's 4x400m relay teams on having qualified for the . The teams displayed exceptional skill and resilience in their respective heats at the World Athletics Relays. May the teams continue to shine and bring glory to the nation.

Congratulate the Indian men's and women's 4x400m relay teams on having qualified for the #ParisOlympics. The teams displayed exceptional skill and resilience in their respective heats at the World Athletics Relays. May the teams continue to shine and bring glory to the nation.
account_circle
Naveen Patnaik(@Naveen_Odisha) 's Twitter Profile Photo

କୋରାପୁଟବାସୀଙ୍କ ବିପୁଳ ସମର୍ଥନ ବିଜୁ ଜନତା ଦଳ ପ୍ରତି ଭଲପାଇବାର ପ୍ରତିଫଳନ। ଏ ସମର୍ଥନ ‘ସମୃଦ୍ଧ ଓଡ଼ିଶା’ ପାଇଁ, ଏ ଭଲପାଇବା ବିକାଶ ପାଇଁ। ବିଶ୍ଵାସ ଅତୁଟ ରଖନ୍ତୁ, ବିଜୁ ଜନତା ଦଳକୁ ‘ଯୋଡ଼ିଶଙ୍ଖ’ ରେ ଆଶୀର୍ବାଦ କରନ୍ତୁ।

କୋରାପୁଟବାସୀଙ୍କ ବିପୁଳ ସମର୍ଥନ ବିଜୁ ଜନତା ଦଳ ପ୍ରତି ଭଲପାଇବାର ପ୍ରତିଫଳନ। ଏ ସମର୍ଥନ ‘ସମୃଦ୍ଧ ଓଡ଼ିଶା’ ପାଇଁ, ଏ ଭଲପାଇବା ବିକାଶ ପାଇଁ। ବିଶ୍ଵାସ ଅତୁଟ ରଖନ୍ତୁ, ବିଜୁ ଜନତା ଦଳକୁ ‘ଯୋଡ଼ିଶଙ୍ଖ’ ରେ ଆଶୀର୍ବାଦ କରନ୍ତୁ। #JodiShankha
account_circle
Naveen Patnaik(@Naveen_Odisha) 's Twitter Profile Photo

ରାୟଗଡ଼ ଓ ପାରଳାଖେମୁଣ୍ଡିବାସୀଙ୍କ ଅକୁଣ୍ଠ ଭଲପାଇବା ‘ସମୃଦ୍ଧ ଓଡ଼ିଶା’ ଗଠନ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିକାଶ ପାଇଁ ଏ ନିରନ୍ତର ଭଲ ପାଇବା ଓ ସମର୍ଥନ ଜାରି ରଖନ୍ତୁ। ଏଥର ‘ଯୋଡ଼ିଶଙ୍ଖ’ରେ ଭୋଟ ଦେଇ ବିଜୁ ଜନତା ଦଳକୁ ଆଶୀର୍ବାଦ କରନ୍ତୁ।

ରାୟଗଡ଼ ଓ ପାରଳାଖେମୁଣ୍ଡିବାସୀଙ୍କ ଅକୁଣ୍ଠ ଭଲପାଇବା ‘ସମୃଦ୍ଧ ଓଡ଼ିଶା’ ଗଠନ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିକାଶ ପାଇଁ ଏ ନିରନ୍ତର ଭଲ ପାଇବା ଓ ସମର୍ଥନ ଜାରି ରଖନ୍ତୁ। ଏଥର ‘ଯୋଡ଼ିଶଙ୍ଖ’ରେ ଭୋଟ ଦେଇ ବିଜୁ ଜନତା ଦଳକୁ ଆଶୀର୍ବାଦ କରନ୍ତୁ। #JodiShankha
account_circle
Naveen Patnaik(@Naveen_Odisha) 's Twitter Profile Photo

ନବରଙ୍ଗପୁରବାସୀଙ୍କ ଅତୁଟ ବିଶ୍ବାସ ଓ ଭଲପାଇବା ନିକଟରେ ଋଣୀ। ଏକ ‘ସଶକ୍ତ ଏବଂ ସମୃଦ୍ଧ ଓଡ଼ିଶା’ ଗଠନର ସଙ୍କଳ୍ପ ଆହୁରି ଦୃଢ଼ ହେଉଛି। ଏଥର ‘ଯୋଡ଼ିଶଙ୍ଖ’ରେ ଭୋଟ୍ ଦେଇ ଆଶୀର୍ବାଦ କରନ୍ତୁ।

ନବରଙ୍ଗପୁରବାସୀଙ୍କ ଅତୁଟ ବିଶ୍ବାସ ଓ ଭଲପାଇବା ନିକଟରେ ଋଣୀ। ଏକ ‘ସଶକ୍ତ ଏବଂ ସମୃଦ୍ଧ ଓଡ଼ିଶା’ ଗଠନର ସଙ୍କଳ୍ପ ଆହୁରି ଦୃଢ଼ ହେଉଛି। ଏଥର ‘ଯୋଡ଼ିଶଙ୍ଖ’ରେ ଭୋଟ୍ ଦେଇ ଆଶୀର୍ବାଦ କରନ୍ତୁ। #JodiShankha
account_circle
Naveen Patnaik(@Naveen_Odisha) 's Twitter Profile Photo

ମହାନ ବିପ୍ଳବୀ ତଥା ସ୍ଵାଧୀନତା ସଂଗ୍ରାମୀ ଧରଣୀଧର ନାଏକ(ଭୂୟାଁ)ଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଜନଜାତି ଭାଇଭଉଣୀଙ୍କ ହକ୍ ଓ ଅଧିକାରର ସୁରକ୍ଷା ତଥା କଲ୍ୟାଣ ପାଇଁ ତାଙ୍କ ସଂଗ୍ରାମୀ ଜୀବନ ସର୍ବଦା ପ୍ରେରଣାର ଉତ୍ସ।

Maintaining hand hygiene is one of the most fundamental and effective measures for preventing the spread of infections and diseases. On , reaffirm commitment to spread awareness and practice good hand hygiene habits to keep ourselves and our communities safe.

Maintaining hand hygiene is one of the most fundamental and effective measures for preventing the spread of infections and diseases. On #WorldHandHygieneDay, reaffirm commitment to spread awareness and practice good hand hygiene habits to keep ourselves and our communities safe.
account_circle
Naveen Patnaik(@Naveen_Odisha) 's Twitter Profile Photo

Firefighters work with unwavering commitment and dedication to protect lives and property. On , let’s recognise and celebrate the bravery, resilience, and selflessness of firefighters to keep us safe.

Firefighters work with unwavering commitment and dedication to protect lives and property. On #InternationalFirefightersDay, let’s recognise and celebrate the bravery, resilience, and selflessness of firefighters to keep us safe.
account_circle
Naveen Patnaik(@Naveen_Odisha) 's Twitter Profile Photo

Press freedom is the cornerstone of a vibrant democracy. On , let's honour the indispensable role of a free press in upholding democracy, pledge to defend press freedom, and support journalists in their pursuit of stories.

Press freedom is the cornerstone of a vibrant democracy. On #WorldPressFreedomDay, let's honour the indispensable role of a free press in upholding democracy, pledge to defend press freedom, and support journalists in their pursuit of stories.
account_circle
Naveen Patnaik(@Naveen_Odisha) 's Twitter Profile Photo

ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ବଳ, ବିଜୁ ଜନତା ଦଳ। ଶେଷ ପର୍ଯ୍ୟାୟରେ ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଘୋଷଣା ହୋଇଥିବା Biju Janata Dal ର ପ୍ରାର୍ଥୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଓଡ଼ିଶାବାସୀଙ୍କ ସ୍ଵାର୍ଥ ରକ୍ଷା ସହ, ସେବାକୁ ସଙ୍କଳ୍ପ ଭାବେ ଗ୍ରହଣ କରି ସମସ୍ତେ ଆଗକୁ ବଢ଼ନ୍ତୁ।

ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ବଳ, ବିଜୁ ଜନତା ଦଳ। ଶେଷ ପର୍ଯ୍ୟାୟରେ ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଘୋଷଣା ହୋଇଥିବା @bjd_odisha ର ପ୍ରାର୍ଥୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଓଡ଼ିଶାବାସୀଙ୍କ ସ୍ଵାର୍ଥ ରକ୍ଷା ସହ, ସେବାକୁ ସଙ୍କଳ୍ପ ଭାବେ ଗ୍ରହଣ କରି ସମସ୍ତେ ଆଗକୁ ବଢ଼ନ୍ତୁ। #JodiShankha #BJDWithOdisha
account_circle
Naveen Patnaik(@Naveen_Odisha) 's Twitter Profile Photo

ସମୃଦ୍ଧ ଓଡ଼ିଶା' ଗଠନ, ପ୍ରତିଟି ଓଡ଼ିଆର ସଙ୍କଳ୍ପ। ବିଧାନସଭା ନିର୍ବାଚନ ୨୦୨୪ ପାଇଁ Biju Janata Dal ର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଆସନ୍ତୁ ଏହି ସଙ୍କଳ୍ପକୁ ଆହୁରି ମଜଭୁତ କରି ଗଢ଼ିବା ଏକ 'ସମୃଦ୍ଧ ଓ ସଶକ୍ତ ଓଡ଼ିଶା'।

account_circle
Naveen Patnaik(@Naveen_Odisha) 's Twitter Profile Photo

କଣ୍ଟାବାଞ୍ଜିବାସୀଙ୍କ ଭଲପାଇବା ଅମାପ। ଏହି ଭରସା ଓ ବିଶ୍ବାସ ‘ସମୃଦ୍ଧ ଓଡ଼ିଶା’ ଗଠନ ସଙ୍କଳ୍ପକୁ ଆହୁରି ବଳିଷ୍ଠ କରୁଛି।

କଣ୍ଟାବାଞ୍ଜିବାସୀଙ୍କ ଭଲପାଇବା ଅମାପ। ଏହି ଭରସା ଓ ବିଶ୍ବାସ ‘ସମୃଦ୍ଧ ଓଡ଼ିଶା’ ଗଠନ ସଙ୍କଳ୍ପକୁ ଆହୁରି ବଳିଷ୍ଠ କରୁଛି। #JodiShankha
account_circle
Naveen Patnaik(@Naveen_Odisha) 's Twitter Profile Photo

ଏ ବିଶ୍ୱାସ ଓ ଭରସା ଆହୁରି ଅତୁଟ ହେଉଛି। ସଭିଙ୍କୁ ସାଥିରେ ନେଇ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲି। ଓଡ଼ିଶାକୁ ରୂପାନ୍ତରଣର ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇବା ପାଇଁ 'ଯୋଡ଼ିଶଙ୍ଖ'ରେ ଆଶୀର୍ବାଦ କରନ୍ତୁ।

ଏ ବିଶ୍ୱାସ ଓ ଭରସା ଆହୁରି ଅତୁଟ ହେଉଛି। ସଭିଙ୍କୁ ସାଥିରେ ନେଇ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲି। ଓଡ଼ିଶାକୁ ରୂପାନ୍ତରଣର ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇବା ପାଇଁ 'ଯୋଡ଼ିଶଙ୍ଖ'ରେ ଆଶୀର୍ବାଦ କରନ୍ତୁ। #JodiShankha
account_circle
Naveen Patnaik(@Naveen_Odisha) 's Twitter Profile Photo

Congratulate DRDO on successfully flight testing Supersonic Missile-Assisted Release of Torpedo (SMART) system from Dr APJ Abdul Kalam Island off the coast of . The next-generation missile-based light-weight torpedo delivery system will enhance the anti-submarine…

account_circle
Naveen Patnaik(@Naveen_Odisha) 's Twitter Profile Photo

ଅନ୍ତର୍ଜାତୀୟ ଶ୍ରମିକଦିବସ ଅବସରରେ ସମସ୍ତ ଶ୍ରମିକ ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଶ୍ରମିକମାନେ ହେଉଛନ୍ତି ବିକାଶର ବିନ୍ଧାଣୀ। ରାଷ୍ଟ୍ର ନିର୍ମାଣରେ ଆପଣଙ୍କ ବହୁମୂଲ୍ୟ ଅବଦାନ ଅତୁଳନୀୟ। ରାଜ୍ୟରେ ବିବିଧ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଆମର ଦୃଢ଼ ପଦକ୍ଷେପ ଶ୍ରମିକ ଭାଇଭଉଣୀମାନଙ୍କ ବିକାଶ, ସାମାଜିକ ସୁରକ୍ଷା ସୁନିଶ୍ଚିତ କରି…