Bikash Behera (ବିକାଶ)(@bikashbehera01) 's Twitter Profile Photo

ମା'ର ତ୍ୟାଗପୂତ ଓ ବଳିଦାନ ଜୀବନରେ ଆମ ଭବିଷ୍ୟତ ଉଜ୍ଜ୍ୱଳ ଓ ନବୀନ ହୋଇଥାଏ। ଜଗତର ସମସ୍ତ ମାଆଙ୍କୁ ଆଜିର ମାଆ ଦିବସର ସୁଅବସରରେ ଅଶେଷ ପ୍ରଣାମ ଓ ସମ୍ମାନ 🙏❤️🥰 ତୃଦିବସ
ତୃଦିବସ ପାଇଁଦିନଟିଏ

ମା'ର  ତ୍ୟାଗପୂତ ଓ ବଳିଦାନ ଜୀବନରେ ଆମ  ଭବିଷ୍ୟତ ଉଜ୍ଜ୍ୱଳ ଓ ନବୀନ ହୋଇଥାଏ। ଜଗତର ସମସ୍ତ ମାଆଙ୍କୁ ଆଜିର ମାଆ ଦିବସର ସୁଅବସରରେ ଅଶେଷ ପ୍ରଣାମ ଓ ସମ୍ମାନ 🙏❤️🥰 #motherday2020 #ମାତୃଦିବସ
#yqodia #yqbhaina #odiawritings #munodia #ମା #ମାତୃଦିବସ #ମାପାଇଁଦିନଟିଏ #voice_of_bikash
account_circle
Ranjita Das(@ranjitalipa123) 's Twitter Profile Photo

କିଚିରିମିଚିରି ଶବଦ କରେ ଘରେ ଘରେ ନୀଡ ରଚନା କରେ,
କହିକି ପାରିବ ତା ନାମ ପିଲେ?
ଉତ୍ତରଟି ହେଉଛି - ଘରଚଟିଆ |


Read my thoughts on YourQuote app at yourquote.in/ranjita-das-ir…

କିଚିରିମିଚିରି ଶବଦ କରେ ଘରେ ଘରେ ନୀଡ ରଚନା କରେ,
କହିକି ପାରିବ ତା ନାମ ପିଲେ?
ଉତ୍ତରଟି ହେଉଛି - ଘରଚଟିଆ |
#yqquotes #yqbhaina #yqodia #yqbaba #anaccidentalwriter #ranjitadiary #odiawritings #ଘରଚଟିଆ
 
Read my thoughts on YourQuote app at yourquote.in/ranjita-das-ir…
account_circle