Swarup Kumar Das(@SwarupDas_Bls) 's Twitter Profile Photo

'Business Network International' ର ସମସ୍ତ ସଦସ୍ଯଙ୍କ ସହ ଏକ ବିଶେଷ ମୂହୂର୍ତ୍ତରେ...।


'Business Network International' ର ସମସ୍ତ ସଦସ୍ଯଙ୍କ ସହ ଏକ ବିଶେଷ ମୂହୂର୍ତ୍ତରେ...।

#JodiShankha 
#bjdwithodisha
account_circle
Swarup Kumar Das(@SwarupDas_Bls) 's Twitter Profile Photo

ବାଲେଶ୍ବର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ; ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ମହୋଦୟ ଓଡ଼ିଶାବାସୀଙ୍କ ବିକାଶ ପାଇଁ କାମ କରନ୍ତି ଓ କାମର ହିସାବ ମଧ୍ଯ ଦିଅନ୍ତି। ସବୁବର୍ଗର ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଅଛନ୍ତି ବୋଲି ମତ ପ୍ରକାଶ କରିଥିଲି।

ବାଲେଶ୍ବର ପୌରାଞ୍ଚଳ ଅନ୍ତର୍ଗତ #୨୨ନଂ ୱାର୍ଡ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ; ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ମହୋଦୟ ଓଡ଼ିଶାବାସୀଙ୍କ ବିକାଶ ପାଇଁ କାମ କରନ୍ତି ଓ କାମର ହିସାବ ମଧ୍ଯ ଦିଅନ୍ତି। ସବୁବର୍ଗର ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଅଛନ୍ତି ବୋଲି ମତ ପ୍ରକାଶ କରିଥିଲି।
#JodiShankha
account_circle
Swarup Kumar Das(@SwarupDas_Bls) 's Twitter Profile Photo

ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗଦେଇ; ଯୋଡ଼ିଶଙ୍ଖରେ ମୋହର ମାରି ପ୍ରିୟ ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ମହୋଦୟଙ୍କ ବିକାଶର ଧାରାରେ ସାମିଲ ହେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲି।

ପୌରାଞ୍ଚଳ ଅନ୍ତର୍ଗତ #୧ନଂ ୱାର୍ଡ ଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗଦେଇ; ଯୋଡ଼ିଶଙ୍ଖରେ ମୋହର ମାରି ପ୍ରିୟ ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ମହୋଦୟଙ୍କ ବିକାଶର ଧାରାରେ ସାମିଲ ହେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲି।
#JodiShankha
account_circle
Swarup Kumar Das(@SwarupDas_Bls) 's Twitter Profile Photo

ବାଲେଶ୍ବରରେ ରୋଡ଼-ସୋ ପାଇଁ ଆସିଥିବା ବିଜୁ ଜନତା ଦଳର ବରିଷ୍ଠ ନେତା, 5T ଅଧ୍ଯକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ମହୋଦୟଙ୍କୁ ସ୍ବାଗତ କରିବା ଅବସରରେ...।

ବାଲେଶ୍ବରରେ ରୋଡ଼-ସୋ ପାଇଁ ଆସିଥିବା ବିଜୁ ଜନତା ଦଳର ବରିଷ୍ଠ ନେତା, 5T ଅଧ୍ଯକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ମହୋଦୟଙ୍କୁ ସ୍ବାଗତ କରିବା ଅବସରରେ...। 
#JodiShankha #NabinOdisha
account_circle
Swarup Kumar Das(@SwarupDas_Bls) 's Twitter Profile Photo

ସମସ୍ତଙ୍କୁ ନମସ୍କାର,🙏🏻
ଜୁନ୍ ୧ ତାରିଖ ଶନିବାର, ଇଭିଏମ (EVM) କ୍ରମାଙ୍କ ସଂଖ୍ୟା ୪ରେ ଶଙ୍ଖ ଚିହ୍ନରେ ମୋହର ମାରନ୍ତୁ ଏବଂ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ମହୋଦୟଙ୍କ ବିକାଶର ଧାରାକୁ ବଜାୟ ରଖନ୍ତୁ।

ସମସ୍ତଙ୍କୁ ନମସ୍କାର,🙏🏻
ଜୁନ୍ ୧ ତାରିଖ ଶନିବାର, ଇଭିଏମ (EVM) କ୍ରମାଙ୍କ ସଂଖ୍ୟା ୪ରେ ଶଙ୍ଖ ଚିହ୍ନରେ ମୋହର ମାରନ୍ତୁ ଏବଂ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ମହୋଦୟଙ୍କ ବିକାଶର ଧାରାକୁ ବଜାୟ ରଖନ୍ତୁ।
#JodiShankha
account_circle
Nabina Odisha(@nabina_odisha) 's Twitter Profile Photo

.Naveen Patnaik setting new standards in education for tribal students

will further transform 's educational landscape.

Guarantee means Education FIRST

Elections2024

ନବୀନଙ୍କ ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ବାସ

.@Naveen_Odisha setting new standards in education for tribal students

#BJDManifesto will further transform #Odisha's educational landscape.

#5TGuarantee means Education FIRST

#OdishaElections2024

ନବୀନଙ୍କ #5T ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ବାସ
#JodiShankha #NabinOdisha
account_circle
Nabina Odisha(@nabina_odisha) 's Twitter Profile Photo

ସଭିଙ୍କ ବିକାଶ, ନବୀନ ବାବୁଙ୍କ ପ୍ରୟାସ

ସେଥିପାଇଁ ଆଉଥରେ ଯୋଡ଼ି ଶଙ୍ଖ

ନବୀନଙ୍କ ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ବାସ

ସଭିଙ୍କ ବିକାଶ, ନବୀନ ବାବୁଙ୍କ ପ୍ରୟାସ

ସେଥିପାଇଁ ଆଉଥରେ ଯୋଡ଼ି ଶଙ୍ଖ

ନବୀନଙ୍କ #5T ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ବାସ
#JodiShankha #NabinOdisha
account_circle
Swarup Kumar Das(@SwarupDas_Bls) 's Twitter Profile Photo

ବାଲେଶ୍ବର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡରେ ଅନୁଷ୍ଠିତ ପଦଯାତ୍ରାରେ ଯୋଗଦେଇଥିଲି।

ପଦଯାତ୍ରାକୁ ଲୋକଙ୍କ ସମର୍ଥନ ହିଁ ସମୃଦ୍ଧ ବାଲେଶ୍ବର-ନବୀନ ଓଡ଼ିଶା ଗଠନ ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ କରିଛି।

ବାଲେଶ୍ବର ପୌରାଞ୍ଚଳ ଅନ୍ତର୍ଗତ #୨୮ନଂ ୱାର୍ଡରେ ଅନୁଷ୍ଠିତ ପଦଯାତ୍ରାରେ ଯୋଗଦେଇଥିଲି।

ପଦଯାତ୍ରାକୁ ଲୋକଙ୍କ ସମର୍ଥନ ହିଁ ସମୃଦ୍ଧ ବାଲେଶ୍ବର-ନବୀନ ଓଡ଼ିଶା ଗଠନ ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ କରିଛି।
#JodiShankha
account_circle
Swarup Kumar Das(@SwarupDas_Bls) 's Twitter Profile Photo

ବାଲେଶ୍ବର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ; ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ମହୋଦୟ ଓଡ଼ିଶାବାସୀଙ୍କ ବିକାଶ ପାଇଁ କାମ କରନ୍ତି ଓ କାମର ହିସାବ ମଧ୍ଯ ଦିଅନ୍ତି। ସବୁବର୍ଗର ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଅଛନ୍ତି ବୋଲି ମତ ପ୍ରକାଶ କରିଥିଲି।

ବାଲେଶ୍ବର ପୌରାଞ୍ଚଳ ଅନ୍ତର୍ଗତ #୧୦ନଂ ୱାର୍ଡ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ; ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ମହୋଦୟ ଓଡ଼ିଶାବାସୀଙ୍କ ବିକାଶ ପାଇଁ କାମ କରନ୍ତି ଓ କାମର ହିସାବ ମଧ୍ଯ ଦିଅନ୍ତି। ସବୁବର୍ଗର ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଅଛନ୍ତି ବୋଲି ମତ ପ୍ରକାଶ କରିଥିଲି।
#JodiShankha
account_circle
Biswajeet Nayak(@biswajeet_nayak) 's Twitter Profile Photo

କୋରେଇ ନିର୍ବାଚନ ମଣ୍ଡଳୀର ବଡବିରୁଆଁ ଗ୍ରାମପଞ୍ଚାୟତର ବହୁ କଂଗ୍ରେସ ଏବଂ ବିଜେପି କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଏବଂ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ କାର୍ଯ୍ୟ ଧାରାରେ ଅନୁପ୍ରାଣିତ ହୋଇ ମୋ ଉପସ୍ଥିତିରେ ବିଜେଡ଼ିରେ ସାମିଲ ହେଲେ l

Biju Janata Dal Naveen Patnaik

କୋରେଇ ନିର୍ବାଚନ ମଣ୍ଡଳୀର ବଡବିରୁଆଁ ଗ୍ରାମପଞ୍ଚାୟତର ବହୁ କଂଗ୍ରେସ ଏବଂ ବିଜେପି କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଏବଂ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ କାର୍ଯ୍ୟ ଧାରାରେ ଅନୁପ୍ରାଣିତ ହୋଇ ମୋ ଉପସ୍ଥିତିରେ ବିଜେଡ଼ିରେ ସାମିଲ ହେଲେ l
#JodiShankha 
@bjd_odisha @Naveen_Odisha
account_circle
Swarup Kumar Das(@SwarupDas_Bls) 's Twitter Profile Photo

|| ବିକାଶର ବାର୍ତ୍ତା ପହଞ୍ଚୁଛି ଘରେ ଘରେ, 
'ଯୋଡ଼ିଶଙ୍ଖ' ବାଲେଶ୍ବରବାସୀଙ୍କ ହୃଦୟରେ ||


account_circle
Ama Chinha Sankha Chinha(@sankhachinha) 's Twitter Profile Photo

ଯାଜପୁରରେ ଶଙ୍ଖ ବାଜୁଛି। ବିଜେଡିକୁ ମିଳୁଛି ବିପୁଳ ଜନ ସମର୍ଥନ। ଲୋକଙ୍କ ମୁହଁରେ ଗୋଟିଏ କଥା- ଓଡ଼ିଶାର ବିକାଶ କେବଳ ନବୀନ ବାବୁ ହିଁ କରିଛନ୍ତି, ଆମେ ନବୀନ ବାବୁଙ୍କୁ ଜିତେଇବୁ। ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦେବୁ।

account_circle
Pranab Prakash Das(@pranabpdas) 's Twitter Profile Photo

ଆସୁଛି ଜୁନ ୧ ତାରିଖ, ଏ ଅସମ୍ମାନର ଉଚିତ ଜବାବ ନିଶ୍ଚୟ ଦେବେ ଓଡ଼ିଶାବାସୀ।

account_circle
Ama Chinha Sankha Chinha(@sankhachinha) 's Twitter Profile Photo

ସ୍ବାସ୍ଥ୍ୟାବସ୍ଥାକୁ ନେଇ ମୋଦୀଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ଶ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ସମୟରେ ଭୋଟ୍ ପାଇବା ପାଇଁ ଏହା ତାଙ୍କର ଏକ ଚାଲ୍। ହେଲେ ଲୋକ ମୋ ଭାଷଣ ଶୁଣିବାକୁ ଆସନ୍ତି।

account_circle
Swarup Kumar Das(@SwarupDas_Bls) 's Twitter Profile Photo

ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ଶୋଭାରମପୁର ପଡ଼ିଆ ଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ ତଥା ନିର୍ବାଚନୀ ସଭାରେ ଯୋଗଦେଇଥିଲି।

ପ୍ରିୟ ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ମହୋଦୟଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ ହୋଇ ବେଶ୍ ଉପକୃତ ହେଉଛନ୍ତି ଅଞ୍ଚଳବାସୀ।

ପୌରାଞ୍ଚଳ ଅନ୍ତର୍ଗତ #୨୦ନଂ ୱାର୍ଡ ଶୋଭାରମପୁର ପଡ଼ିଆ ଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ ତଥା ନିର୍ବାଚନୀ ସଭାରେ ଯୋଗଦେଇଥିଲି। 

ପ୍ରିୟ ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ମହୋଦୟଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ ହୋଇ ବେଶ୍ ଉପକୃତ ହେଉଛନ୍ତି ଅଞ୍ଚଳବାସୀ।
#JodiShankha
account_circle
Nabina Odisha(@nabina_odisha) 's Twitter Profile Photo

ମଧ୍ୟବିତ୍ତଙ୍କ ସୁଖ ସୁବିଧାର ଚିନ୍ତା
କେବଳ କରନ୍ତି ନବୀନ

ସେଥିପାଇଁ ଆଉଥରେ ଯୋଡ଼ି ଶଙ୍ଖ

ନବୀନଙ୍କ ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ବାସ

ମଧ୍ୟବିତ୍ତଙ୍କ ସୁଖ ସୁବିଧାର ଚିନ୍ତା 
କେବଳ କରନ୍ତି ନବୀନ  

ସେଥିପାଇଁ ଆଉଥରେ ଯୋଡ଼ି ଶଙ୍ଖ

ନବୀନଙ୍କ #5T ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ବାସ
#JodiShankha #NabinOdisha
account_circle
Swarup Kumar Das(@SwarupDas_Bls) 's Twitter Profile Photo

ଗ୍ରାମପଞ୍ଚାୟତର ଅନୁଷ୍ଠିତ ବାଇକ ରାଲେରେ ଯୋଗଦେଇ ସମସ୍ତଙ୍କ ଆଶୀର୍ବାଦ କାମନା କରିଥିଲି। ପ୍ରିୟ ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ମହୋଦୟଙ୍କ ଦୃଢ଼ ନେତୃତ୍ଵରେ ବିକାଶର ନୂଆ ସମ୍ଭାବନା ସହ ବିଜୁ ଜନତା ଦଳ ଆଗକୁ ବଢୁଛି।

#ରସୁଲପୁର ଗ୍ରାମପଞ୍ଚାୟତର ଅନୁଷ୍ଠିତ ବାଇକ ରାଲେରେ ଯୋଗଦେଇ ସମସ୍ତଙ୍କ ଆଶୀର୍ବାଦ କାମନା କରିଥିଲି। ପ୍ରିୟ ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ମହୋଦୟଙ୍କ ଦୃଢ଼ ନେତୃତ୍ଵରେ ବିକାଶର ନୂଆ ସମ୍ଭାବନା ସହ ବିଜୁ ଜନତା ଦଳ ଆଗକୁ ବଢୁଛି।
#JodiShankha 
#5TNaveenGuarantee
account_circle