EducationOdisha(@SMEOdisha) 's Twitter Profileg
EducationOdisha

@SMEOdisha

Department of School & Mass Education, Govt. of Odisha. #EducationForAll

ID:747394011904643073

linkhttps://sme.odisha.gov.in/ calendar_today27-06-2016 11:39:53

1,3K Tweets

250,4K Followers

22 Following

EducationOdisha(@SMEOdisha) 's Twitter Profile Photo

Sending our heartfelt congratulations to all the amazing students for their outstanding achievements in the HSE exam! May this success be the foundation for a future brimming with endless opportunities. The S & ME Department wishes you the very best in your future endeavors.

account_circle
Odisha Adarsha Vidyalaya Sangathan(@OAVS_Official) 's Twitter Profile Photo

A Proud Moment for OAVS .
Our talented Student Somesh Kumar Podh,of Class-X OAVMasaninmunda,Kesinga,Kalahandi,WON 1st position(Gold Medal)in Under-16 Long Jump in the Indo-Nepal InternationalChampionship which was held from 4th to 7th may at Rangasala Stadium,Nepal.

A Proud Moment for OAVS . Our talented Student Somesh Kumar Podh,of Class-X OAVMasaninmunda,Kesinga,Kalahandi,WON 1st position(Gold Medal)in Under-16 Long Jump in the Indo-Nepal InternationalChampionship which was held from 4th to 7th may at Rangasala Stadium,Nepal.
account_circle
EducationOdisha(@SMEOdisha) 's Twitter Profile Photo

The School & Mass Education Department is currently reviewing the schedule for the SSB & OAVS TGT/PGT exam, and a decision in this regard will be made soon to prevent any clash of examination dates.
ChiefSecyOdisha Office of Development Commissioner, Odisha I & PR Department, Odisha

account_circle
I & PR Department, Odisha(@IPR_Odisha) 's Twitter Profile Photo

ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ସେହିପରି ଏପ୍ରିଲ ୨୫ ତାରିଖ ଠାରୁ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି।

ସମ୍ପୂର୍ଣ୍ଣ ଖବର ପଢନ୍ତୁ:

ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ସେହିପରି ଏପ୍ରିଲ ୨୫ ତାରିଖ ଠାରୁ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ସମ୍ପୂର୍ଣ୍ଣ ଖବର ପଢନ୍ତୁ:
account_circle
EducationOdisha(@SMEOdisha) 's Twitter Profile Photo

ସଂପ୍ରତି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ତିନିଦିନ ପାଇଁ ବନ୍ଦ କରିଛନ୍ତି | ଚଳିତ ଅପ୍ରେଲ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି |

ସଂପ୍ରତି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ତିନିଦିନ ପାଇଁ ବନ୍ଦ କରିଛନ୍ତି | ଚଳିତ ଅପ୍ରେଲ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି |
account_circle
I & PR Department, Odisha(@IPR_Odisha) 's Twitter Profile Photo

ସଂପ୍ରତି ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

ମୁଖ୍ୟ ଶାସନ ସଚିବ ରାଜ୍ୟରେ ଗ୍ରୀଷ୍ଣ ଲହରୀ ଜାରି

ସଂପ୍ରତି ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ ରାଜ୍ୟରେ ଗ୍ରୀଷ୍ଣ ଲହରୀ ଜାରି
account_circle
Odisha Adarsha Vidyalaya Sangathan(@OAVS_Official) 's Twitter Profile Photo

In yet another achievement for the Odisha Adarsha Vidyalaya Sangathan, 8 students from OAV Khandapada of Nayagarh District & 3 students from OAV Madanpur of Kalahandi District have qualified in the NMMS (National Means-cum Merit Scholarship) examination.

In yet another achievement for the Odisha Adarsha Vidyalaya Sangathan, 8 students from OAV Khandapada of Nayagarh District & 3 students from OAV Madanpur of Kalahandi District have qualified in the NMMS (National Means-cum Merit Scholarship) examination.
account_circle
CMO Odisha(@CMO_Odisha) 's Twitter Profile Photo

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ରାଜ୍ୟର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଥିବା ଶିକ୍ଷକମାନଙ୍କ ବିଭିନ୍ନ ଦାବିକୁ ବିଚାର କରି ମାସିକ ପାରିଶ୍ରମିକ ୧୩,୮୦୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ରାଜ୍ୟର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଥିବା ଶିକ୍ଷକମାନଙ୍କ ବିଭିନ୍ନ ଦାବିକୁ ବିଚାର କରି ମାସିକ ପାରିଶ୍ରମିକ ୧୩,୮୦୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି
account_circle
CMO Odisha(@CMO_Odisha) 's Twitter Profile Photo

ବ୍ଲକଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ବିଭିନ୍ନ ସୁବିଧା ଘୋଷଣା କରିଛନ୍ତି। ଏଥିରେ ବାର୍ଷିକ ପନ୍ଦର ଦିନର ସାମୟିକ ଛୁଟି ସହ ମହିଳା କର୍ମଚାରୀଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ବ୍ୟବସ୍ଥା କରାଯାଇଛି। ଏଥିସହ ୧୬ ବର୍ଷ ପରେ ଉଚ୍ଚତର ବେତନ ହାରରେ ପ୍ଲେସମେଣ୍ଟ ସ୍କେଲ୍ ସୁବିଧା ହୋଇଛି।

ଅଧ୍ୟକ୍ଷ ଶ୍ରୀ

ବ୍ଲକଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ବିଭିନ୍ନ ସୁବିଧା ଘୋଷଣା କରିଛନ୍ତି। ଏଥିରେ ବାର୍ଷିକ ପନ୍ଦର ଦିନର ସାମୟିକ ଛୁଟି ସହ ମହିଳା କର୍ମଚାରୀଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ବ୍ୟବସ୍ଥା କରାଯାଇଛି। ଏଥିସହ ୧୬ ବର୍ଷ ପରେ ଉଚ୍ଚତର ବେତନ ହାରରେ ପ୍ଲେସମେଣ୍ଟ ସ୍କେଲ୍ ସୁବିଧା ହୋଇଛି। #5T ଅଧ୍ୟକ୍ଷ ଶ୍ରୀ
account_circle
I & PR Department, Odisha(@IPR_Odisha) 's Twitter Profile Photo

ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା:

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ

account_circle
CMO Odisha(@CMO_Odisha) 's Twitter Profile Photo

led by CM Naveen Patnaik has approved proposal to modify pay structure of Elementary Teachers, Headmasters and Officers working in the Elementary Cadre with an additional expense of ₹587 Cr annually. Due to the modification, as many as 1,04,350 Teachers,

#OdishaCabinet led by CM @Naveen_Odisha has approved proposal to modify pay structure of Elementary Teachers, Headmasters and Officers working in the Elementary Cadre with an additional expense of ₹587 Cr annually. Due to the modification, as many as 1,04,350 Teachers,
account_circle
CMO Odisha(@CMO_Odisha) 's Twitter Profile Photo

Attending the orientation programme for newly recruited 1,294 officials, CM Naveen Patnaik said Govt is working hard to bring transformative changes in the lives of people. He directed the officials to work with sincerity & commitment.

Attending the orientation programme for newly recruited 1,294 officials, CM @Naveen_Odisha said Govt is working hard to bring transformative changes in the lives of people. He directed the officials to work with sincerity & commitment.
account_circle
CMO Odisha(@CMO_Odisha) 's Twitter Profile Photo

ରାଜ୍ୟରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ଗଣଶିକ୍ଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। OTET ପାସ୍‌ କରିଥିବା ଗଣଶିକ୍ଷକଙ୍କୁ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ଭାବେ ନିୟମିତ କରିବା ସହ ଇନ୍‌କ୍ରିମେଣ୍ଟ ପାଉନଥିବା ସହକାରୀ ଶିକ୍ଷକଙ୍କୁ ପ୍ରଦାନ କରାଯିବ ବାର୍ଷିକ

ରାଜ୍ୟରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ଗଣଶିକ୍ଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। OTET ପାସ୍‌ କରିଥିବା ଗଣଶିକ୍ଷକଙ୍କୁ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ଭାବେ ନିୟମିତ କରିବା ସହ ଇନ୍‌କ୍ରିମେଣ୍ଟ ପାଉନଥିବା ସହକାରୀ ଶିକ୍ଷକଙ୍କୁ ପ୍ରଦାନ କରାଯିବ ବାର୍ଷିକ
account_circle
E&IT Department Odisha(@EIT_Odisha) 's Twitter Profile Photo

ଡିଜିଟାଲ ଯୁଗ ହିଁ ଭବିଷ୍ୟତ I ତେଣୁ ପିଲାଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ମୌଳିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷାକୁ ଗୁରୁତ୍ଵ ଦିଆଯାଉଛି I EducationOdishaST & SC Dev., M & BCW Dept, Govt. of Odisha, India ଅଧୀନରେ ୮୫୧୧ ମାଧ୍ୟମିକ ସ୍କୁଲରେ OCAC Odisha ପ୍ରଦାନ କରିବ ଆଇଟି ଶିକ୍ଷା I ନୀତିରେ ରୂପାନ୍ତରିତ ହେଉଛି ସରକାରୀ ସ୍କୁଲ I

ଡିଜିଟାଲ ଯୁଗ ହିଁ ଭବିଷ୍ୟତ I ତେଣୁ ପିଲାଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ମୌଳିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷାକୁ ଗୁରୁତ୍ଵ ଦିଆଯାଉଛି I @SMEOdisha ଓ @stscdev ଅଧୀନରେ ୮୫୧୧ ମାଧ୍ୟମିକ ସ୍କୁଲରେ @OCAC_Odisha ପ୍ରଦାନ କରିବ ଆଇଟି ଶିକ୍ଷା I #5T ନୀତିରେ ରୂପାନ୍ତରିତ ହେଉଛି ସରକାରୀ ସ୍କୁଲ I #TechnologyForAll
account_circle