DGP, Odisha(@DGPOdisha) 's Twitter Profileg
DGP, Odisha

@DGPOdisha

Official handle of Director General of Police, Odisha

ID:941291398489190405

calendar_today14-12-2017 12:58:52

5,1K تغريدات

279,8K متابعون

66 التالية

Follow People
DGP, Odisha(@DGPOdisha) 's Twitter Profile Photo

ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ଈଶ୍ୱରଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଶୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ ।

ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ଈଶ୍ୱରଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଶୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ ।
account_circle
DGP, Odisha(@DGPOdisha) 's Twitter Profile Photo

Today on 🇮🇳CRPF🇮🇳 , we salute the sacrifice of bravehearts who laid down their lives for the motherland in Gujarat’s Sardar Patel Post in 1965. The service and sacrifice of all martyrs will never be forgotten.

Today on @crpfindia #ValourDay, we salute the sacrifice of bravehearts who laid down their lives for the motherland in Gujarat’s Sardar Patel Post in 1965. The service and sacrifice of all martyrs will never be forgotten.
account_circle
DGP, Odisha(@DGPOdisha) 's Twitter Profile Photo

ପବିତ୍ର ଓଡ଼ିଶା ଦିବସ ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
ବନ୍ଦେ ଉତ୍କଳ ଜନନୀ ।

ପବିତ୍ର ଓଡ଼ିଶା ଦିବସ ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ବନ୍ଦେ ଉତ୍କଳ ଜନନୀ ।
account_circle
DGP, Odisha(@DGPOdisha) 's Twitter Profile Photo

୮୯ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଓଡିଶାର ସମସ୍ତ ପୋଲିସ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କ କର୍ତ୍ତବ୍ୟନିଷ୍ଠା, ଧୈର୍ଯ୍ୟ ଓ କଠିନ ପରିଶ୍ରମକୁ ମୁଁ ସାଧୁବାଦ ଜଣାଉଛି । ଓଡିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାପାଇଁ ଆସନ୍ତୁ ଆମେ ସମସ୍ତେ ମିଳିମିଶି ସଂକଳ୍ପ ନେବା ।

୮୯ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଓଡିଶାର ସମସ୍ତ ପୋଲିସ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କ କର୍ତ୍ତବ୍ୟନିଷ୍ଠା, ଧୈର୍ଯ୍ୟ ଓ କଠିନ ପରିଶ୍ରମକୁ ମୁଁ ସାଧୁବାଦ ଜଣାଉଛି । ଓଡିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାପାଇଁ ଆସନ୍ତୁ ଆମେ ସମସ୍ତେ ମିଳିମିଶି ସଂକଳ୍ପ ନେବା । #ବନ୍ଦେଉତ୍କଳଜନନୀ
account_circle
DGP, Odisha(@DGPOdisha) 's Twitter Profile Photo

ରଙ୍ଗ ଓ ଆନନ୍ଦର ପବିତ୍ର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ରଙ୍ଗ ଓ ଆନନ୍ଦର ପବିତ୍ର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
account_circle
DGP, Odisha(@DGPOdisha) 's Twitter Profile Photo

Best wishes to all personnel and families of CISF on the occasion of . We are indebted to your courage, determination and commitment to protect our nation.

Best wishes to all personnel and families of @CISFHQrs on the occasion of #CISFRaisingDay. We are indebted to your courage, determination and commitment to protect our nation.
account_circle
DGP, Odisha(@DGPOdisha) 's Twitter Profile Photo

ଓଁ ନମଃ ଶିବାୟ!!

ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଦେବାଧିଦେବ ମହାଦେବଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ ।

ଓଁ ନମଃ ଶିବାୟ!! ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଦେବାଧିଦେବ ମହାଦେବଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ । #shivratri
account_circle
DGP, Odisha(@DGPOdisha) 's Twitter Profile Photo

ସାଧାରଣତନ୍ତ୍ର ଦିବସ ଅବସରରେ ସମଗ୍ର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରି ଆମ ସମ୍ବିଧାନର ଗରିମା ବଜାୟ ରଖିବା ସମସ୍ତଙ୍କର ଧ୍ୟେୟ ହେଉ।

ସାଧାରଣତନ୍ତ୍ର ଦିବସ ଅବସରରେ ସମଗ୍ର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରି ଆମ ସମ୍ବିଧାନର ଗରିମା ବଜାୟ ରଖିବା ସମସ୍ତଙ୍କର ଧ୍ୟେୟ ହେଉ। #HappyRepublicDay
account_circle
DGP, Odisha(@DGPOdisha) 's Twitter Profile Photo

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ।

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା । #HappyMakarSankranti
account_circle
DGP, Odisha(@DGPOdisha) 's Twitter Profile Photo

Warm wishes to all personnel and families of on the occasion of Indian Army Raising Day. On this special day, we express our honour to the warriors who render their daring & dedicated service to the nation. ADG PI - INDIAN ARMY

Warm wishes to all personnel and families of #IndianArmy on the occasion of Indian Army Raising Day. On this special day, we express our honour to the warriors who render their daring & dedicated service to the nation. #ArmyDay @adgpi
account_circle
DGP, Odisha(@DGPOdisha) 's Twitter Profile Photo

ଭୁବନେଶ୍ୱର-କଟକ ଦୈତ୍ବନଗରୀର ଜନସାଧାରଣଙ୍କ ସୁରକ୍ଷା ପାଇଁ ରାତି ଦିନ କାର୍ଯ୍ୟ କରୁଥିବା ଆରକ୍ଷୀ କର୍ମଚାରୀ ମାନଙ୍କୁ କମିସନରେଟ୍ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ନବବର୍ଷ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ।

ନବବର୍ଷ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ।
account_circle
DGP, Odisha(@DGPOdisha) 's Twitter Profile Photo

Warm wishes to all the brave personnel & families of the IndianNavy on this momentous occasion of ! We salute your unwavering commitment & exemplary courage in safeguarding our nation's maritime borders. Your dedication & valor are an inspiration to us all. Jai Hind

Warm wishes to all the brave personnel & families of the IndianNavy on this momentous occasion of #IndianNavyDay! We salute your unwavering commitment & exemplary courage in safeguarding our nation's maritime borders. Your dedication & valor are an inspiration to us all. Jai Hind
account_circle
DGP, Odisha(@DGPOdisha) 's Twitter Profile Photo

Warm wishes to all personnel and families of BSF on the occasion of RaisingDay . We are proud of your exemplary courage and commitment.
RaisingDay

Warm wishes to all personnel and families of @BSF_India on the occasion of #BSFRaisingDay. We are proud of your exemplary courage and commitment. #BSFRaisingDay #BSF #ProudOfOurBSF
account_circle
Anupam Kher(@AnupamPKher) 's Twitter Profile Photo

Chanced upon this video where Odisha Police personal and officers are helping elderly and differently abled people at temple so efficiently and compassionately! These visuals are heartwarming! Well done and Jai Ho! 🙌👏🙏Naveen Patnaik Puri Police
DGP, Odisha

account_circle
DGP, Odisha(@DGPOdisha) 's Twitter Profile Photo

ଆଲୋକର ପର୍ବ ଦୀପାବଳି ଏବଂ କାଳୀପୂଜା ଉପଲକ୍ଷେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ।

ଆଲୋକର ପର୍ବ ଦୀପାବଳି ଏବଂ କାଳୀପୂଜା ଉପଲକ୍ଷେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ । #Diwali
account_circle
DGP, Odisha(@DGPOdisha) 's Twitter Profile Photo

Best wishes to all personnel and families on the occasion of their . We are proud for their exemplary courage devotion, determination & selfless service for our motherland. ITBP

Best wishes to all #ITBP personnel and families on the occasion of their #RaisingDay. We are proud for their exemplary courage devotion, determination & selfless service for our motherland. @ITBP_official
account_circle
DGP, Odisha(@DGPOdisha) 's Twitter Profile Photo

ପବିତ୍ର ବିଜୟା ଦଶମୀ ତଥା ଦଶହରା ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମା' ଦୁର୍ଗାଙ୍କ କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ହେଉ ।

ପବିତ୍ର ବିଜୟା ଦଶମୀ ତଥା ଦଶହରା ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମା' ଦୁର୍ଗାଙ୍କ କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ହେଉ । #Dussehra
account_circle