Odisha News e-Paper(@Odishaepaper) 's Twitter Profile Photo

ପୁରୀ ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଘଟଣାରେ ୩ ଜଣଙ୍କ ନାଁରେ କୁମ୍ଭାରପଡ଼ା ଥାନାରେ ମାମଲା ରୁଜୁ ହୋଇଛି।

odishanewsepaper.com

#odishanewsepaper
#ଓଡ଼ିଶା_ନ୍ୟୁଜ_ଇପେପର
odishanewsepaper.com
#Puri #Incident #ଭଉଁରୀଯାତ୍ରା
account_circle
Odisha News e-Paper(@Odishaepaper) 's Twitter Profile Photo

ଯାଜପୁରରେ ଆଇ ଟି ରେଡ। ଯାଜପୁର ପୈାରପାଳିକା ହାଟ ପାଟଣା ଅଂଚଳର ବିଦ୍ୟୁତ ଠିକାଦାର ଧରଣୀ ସାହୁ ଙ୍କ ବାସ ଭବନ ରେ ୭ ଜଣିଆ ଟିମର ଚଢାଉ।

newsepaper

#jajpur #ITraid #hatapatana #BreakingNews‌ #odisha 
#odishanewsepaper #ଓଡ଼ିଶା_ନ୍ୟୁଜ_ଇପେପର
account_circle
Odisha News e-Paper(@Odishaepaper) 's Twitter Profile Photo

ଖରାଦିନେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରବଳ ସୂର୍ଯ୍ୟ କିରଣ ଏବଂ ଗରମ ପବନ ହେତୁ ଲୋକମାନେ ଶୀଘ୍ର ଅସୁସ୍ଥ ହେବାକୁ ଲାଗିଥାନ୍ତି।

odishanewsepaper.com

ଖରାଦିନେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରବଳ ସୂର୍ଯ୍ୟ କିରଣ ଏବଂ ଗରମ ପବନ ହେତୁ ଲୋକମାନେ ଶୀଘ୍ର ଅସୁସ୍ଥ ହେବାକୁ ଲାଗିଥାନ୍ତି।
#odishanewsepaper
#ଓଡ଼ିଶା_ନ୍ୟୁଜ_ଇପେପର
odishanewsepaper.com
#SummerSeason #lichu #Eat #Benfite
account_circle
Odisha News e-Paper(@Odishaepaper) 's Twitter Profile Photo

ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍‌ ପ୍ରଥମ ସପ୍ତାହରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଅନଲାଇନ୍‌ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ।

odishanewsepaper.com

ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍‌ ପ୍ରଥମ ସପ୍ତାହରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଅନଲାଇନ୍‌ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ।
#odishanewsepaper
#ଓଡ଼ିଶା_ନ୍ୟୁଜ_ଇପେପର
odishanewsepaper.com
#plusthreeAdmission #June
account_circle
Odisha News e-Paper(@Odishaepaper) 's Twitter Profile Photo

ଝିଅମାନେ ସୁନ୍ଦର ଦେଖାଯିବା ପାଇଁ ଅନେକ ଚେଷ୍ଟା କରନ୍ତି। କିନ୍ତୁ ବହୁତ ଚେଷ୍ଟା କରିବା ପରେ ମଧ୍ୟ ମୁହଁରେ ଥିବା ଦାଗ ଏବଂ ପିମ୍ପଲ ଦୂର ହୁଏ ନାହିଁ। ଏହି ସମସ୍ୟା ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳିଥାଏ।

odishanewsepaper.com

ଝିଅମାନେ ସୁନ୍ଦର ଦେଖାଯିବା ପାଇଁ ଅନେକ ଚେଷ୍ଟା କରନ୍ତି। କିନ୍ତୁ ବହୁତ ଚେଷ୍ଟା କରିବା ପରେ ମଧ୍ୟ ମୁହଁରେ ଥିବା ଦାଗ ଏବଂ ପିମ୍ପଲ ଦୂର ହୁଏ ନାହିଁ। ଏହି ସମସ୍ୟା ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳିଥାଏ।
#odishanewsepaper
#ଓଡ଼ିଶା_ନ୍ୟୁଜ_ଇପେପର
odishanewsepaper.com
#skincare #cucumber #juice #health
account_circle