Collector & DM, Rayagada(@DM_Rayagada) 's Twitter Profile Photo

Empowering first-time voters from Lanjia Soura community with a special exposure visit to the Election Exhibition Centre in Gunupur! Excited to see electors in action and learn about the electoral process firsthand.

Election Commission of India
CEO Odisha
I & PR Department, Odisha

account_circle
Collector and District Magistrate, Koraput(@dmkoraput) 's Twitter Profile Photo

Download the 'Know Your Candidate' app, to get easy access to detailed information about each candidate in your constituency. Review their affidavits, and make more informed decisions.

Election Commission of India
CEO Odisha

Download the 'Know Your Candidate' app, to get easy access to detailed information about each candidate in your constituency. Review their affidavits, and make more informed decisions.
#SGE2024 #Voteon13thmay #KnowYourCandidate

@ECISVEEP
@OdishaCeo
account_circle
Collector & DM, Rayagada(@DM_Rayagada) 's Twitter Profile Photo

ନିର୍ବାଚନକୁ ଆଉ ୪ ଦିନ!
୧୩ ମଇରେ ନିଶ୍ଚିନ୍ତ ଯିବା , ନିଜ ବୁଥରେ ଭୋଟ ଦେବା।

Election Commission of India
CEO Odisha

ନିର୍ବାଚନକୁ ଆଉ ୪ ଦିନ!
୧୩ ମଇରେ ନିଶ୍ଚିନ୍ତ ଯିବା , ନିଜ ବୁଥରେ ଭୋଟ ଦେବା।
#SGE2024 #Voteon13thmay #EveryVoteCounts

@ECISVEEP
@OdishaCeo
account_circle
Collector & DM, Rayagada(@DM_Rayagada) 's Twitter Profile Photo

ଦେଶ ର ପ୍ରଥମ ନିର୍ବାଚନ ଠାରୁ ଏଯାବତ୍ ନିରବଚ୍ଛିନ୍ନ ଭାବେ ନିଜର ମତଦାନ କରିଆସୁଥିବା ଦୁଇ ଶତାୟୁ ମତଦାତାଙ୍କୁ ଜିଲ୍ଲା ପ୍ରଶାସନ, ରାୟଗଡ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ପରିଣତ ବୟସରେ ଉପନୀତ ହୋଇ ମଧ୍ୟ ମତଦାନ କରିବାର ଦୃଢ ଇଚ୍ଛା ଶକ୍ତି ଅନ୍ୟମାନଙ୍କ ପାଇଁ ଆଦର୍ଶ ଏବଂ ପ୍ରେରଣା ଯୋଗାଇଛି ।

#SGE2024 #Voteon13thmay
account_circle
Collector & DM, Rayagada(@DM_Rayagada) 's Twitter Profile Photo

ନିର୍ବାଚନ ସମ୍ବନ୍ଧୀୟ ଯେକୌଣସି ସୂଚନା/ତଥ୍ୟ ଜାଣିବା ପାଇଁ ଉପଯୋଗ କରନ୍ତୁ ନିମ୍ନଲିଖିତ ଆପ୍।

Election Commission of India
CEO Odisha

ନିର୍ବାଚନ ସମ୍ବନ୍ଧୀୟ ଯେକୌଣସି ସୂଚନା/ତଥ୍ୟ ଜାଣିବା ପାଇଁ ଉପଯୋଗ କରନ୍ତୁ ନିମ୍ନଲିଖିତ ଆପ୍।
#SGE2024 #Voteon13thmay

@ECISVEEP
@OdishaCeo
account_circle
Collector & DM, Rayagada(@DM_Rayagada) 's Twitter Profile Photo

ଆସନ୍ତୁ ଭେଟିବା ରାୟଗଡ଼ର ଜଣେ ୧୦୫ ବର୍ଷୀୟା ମତଦାତାଙ୍କୁ, ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଭୋଟ ଦେଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଜଣେ ସଚେତନ ନାଗରିକ ଏବଂ ଦାୟିତ୍ୱବୋଧତାର ପ୍ରତୀକ। ତାଙ୍କର ପ୍ରତିବଦ୍ଧତା ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ଯାହା ପ୍ରତ୍ୟେକ ଭୋଟ ର ଗୁରୁତ୍ୱକୁ ପ୍ରତିଫଳିତ କରୁଛି ।

 #Voteon13thmay
account_circle
Collector & DM, Rayagada(@DM_Rayagada) 's Twitter Profile Photo

ରାୟଗଡ ଜିଲ୍ଲାର ସମସ୍ତ ପଞ୍ଜୀକୃତ ମତଦାତା ୧୩ ମଇ ରେ ମତଦାନ କେନ୍ଦ୍ରକୁ ଯାଇ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିବା ହେବେ ।

ମୁଇଁ ମିଶା ଭୋଟ ଦେବି ।
ଆପଣ ମିଶା ଭୋଟ ଦେବେ ।

Election Commission of India
CEO Odisha
I & PR Department, Odisha

ରାୟଗଡ ଜିଲ୍ଲାର ସମସ୍ତ ପଞ୍ଜୀକୃତ ମତଦାତା ୧୩ ମଇ ରେ  ମତଦାନ କେନ୍ଦ୍ରକୁ ଯାଇ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିବା ହେବେ । 

ମୁଇଁ ମିଶା ଭୋଟ ଦେବି ।   
ଆପଣ ମିଶା ଭୋଟ ଦେବେ ।

#SGE2024 #Voteon13thmay

@ECISVEEP
@OdishaCeo
@IPR_Odisha
account_circle
Collector & DM, Rayagada(@DM_Rayagada) 's Twitter Profile Photo

ଆସନ୍ତା ତା ୧୩.୦୫ .୨୦୨୪ ରିଖ ଦିନ ରାୟଗଡ ଜିଲ୍ଲାରେ ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ-୨୦୨୪ ଅନୁଷ୍ଠିତ ହେବ। ଜିଲ୍ଲାର ସମସ୍ତ ମତଦାତା ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ସଚେତନ ହୋଇ ନାଗରିକ ର ମୌଳିକ ଅଧିକାର ସାବ୍ୟସ୍ତ କରନ୍ତୁ ଓ ନିଶ୍ଚୟ ଭୋଟ ଦିଅନ୍ତୁ।