୨୦୨୪ ନିର୍ବାଚନୀ ସ୍ପେଶିଆଲ || ଅଧ୍ୟାୟ - ୧୭ || ହେମନ୍ତ କୁମାର ରାଣାଙ୍କ ସହ ସାମ୍ନାସାମ୍ନି ଆଜି ସନ୍ଧ୍ୟା ୬ ଟାରେ।ଦେଖିବାକୁ ଭୁଲିବେନି
#viraljharsuguda #Jharsuguda
ଝାରସୁଗୁଡ଼ାରେ ସ୍ଥାନୀୟ ନିଯୁକ୍ତି ନ ମିଳିବା ପଛରେ ଦାୟୀ କିଏ କେନ୍ଦ୍ର ନା ରାଜ୍ୟ ସରକାର ? #ViralJharsuguda #Jharsuguda
#ନିର୍ବାଚନ_ପ୍ରଚାର_ବେଳେ_ଦୀପାଳି_ଦାସ_ହଟହଟା
ପ୍ରଚାର ବେଳେ ହଟହଟା ହେଲେ ଦୀପାଳି ଦାସ । ଝାରସୁଗୁଡ଼ା କୋଲାବିରା ବ୍ଲକ ଜୁନହା କେଲଡା ଗାଁରେ ସ୍କୁଟିରେ ନିର୍ବାଚନ ପ୍ରଚାର କରୁଥିବାବେଳେ ଦୀପାଳିଙ୍କ ଉପରେ ବର୍ଷିଲେ ମହିଳା । ଯାହାର ଭିଡିଓ ଏବେ ଭାଇରାଲ ହେଉଛି।
#DipaliDas #BJD #ElectionCampaign #Jharsuguda #OTV
#OpreationNarcos On 13.05.24 RPF/Sambalpur recovered 1 unclaimed bag of contraband Ganja of 8kg value 80,000/- at Brundamal Rly stn & handed over to Excise JSG on 14.05.24 In this connection Excise Jharsuguda registered case under NDPS Act-1985 DRMSambalpur RPF INDIA
OFFICIAL ID OF RPF ECoR/BBS
New Route Alert! Fly to Jharsuguda, Odisha from #DelhiAirport and discover its vibrant culture and industrial prowess. Congratulations to IndiGo for expanding horizons and connecting cities.
#DELairport #DELconnects
ଭାଇକୁ ପ୍ରାଣାନ୍ତକ ଆକ୍ରମଣ ଘଟଣା ।
ଦୁଇ ବର୍ଷ ପରେ ଦୋଷୀକୁ ମିଳିଲା ୫ ବର୍ଷ ଜେଲ୍ ।
#viraljharsuguda #Jharsuguda
GLAM & GROOVE GALA (G3) FASHION AND DANCE SHOW ORGANISED AT JHARSUGUDA
#viraljharsuguda #JHARSUGUDA
ଝାରସୁଗୁଡ଼ା : ମିଳିଲାନି ଶବବାହକ ଗାଡ଼ି,ଭଡ଼ା ଗାଡ଼ିରେ ଶବ ନେଇ କରାଇଲେ ବ୍ୟବଛେଦ #ViralJharsuguda #Jharsuguda