LAxMI/ଲକ୍ଷ୍ମୀ(@LAccMI_Odisha) 's Twitter Profile Photo

Any hour, every hour: LAXMI leads the way in safety, empowering women and rural communities to travel fearlessly.

LAXMI not only provides women commuters safety but also engages women in bus operation.

Watch the special video.

account_circle
Odisha News e-Paper(@Odishaepaper) 's Twitter Profile Photo

ସାରା ରାଜ୍ୟରେ ୧୦୦୦ ରୁ ଅଧିକ ବସ ଚାଲିବ। ଦାୟିତ୍ୱରେ ଅଛନ୍ତି ମିଶନ ଶକ୍ତି ମହିଳା

#GhareGhareGhare #CommuteRevolution #MissonShakti #GhareGhareLaxmi #Odisha #odishanewsepaper
account_circle
Odisha News e-Paper(@Odishaepaper) 's Twitter Profile Photo

୫ ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ

#Bargarh #Balangir #Mayurbhanj #Sundargarh #Keonjhar  #GhareGhareGhare #CommuteRevolution
#GhareGhareLaxmi #Odisha #odishanewsepaper
account_circle
LAxMI/ଲକ୍ଷ୍ମୀ(@LAccMI_Odisha) 's Twitter Profile Photo

ସାରା ରାଜ୍ୟରେ ଗଡ଼ୁଛି ଲକ୍ଷ୍ମୀ ବସ୍

ଓଡ଼ିଶାର ୩୦ଟି ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ ହେଲା ଲକ୍ଷ୍ମୀ ବସ୍ ସେବା । ରାଜ୍ୟବାସୀ ଏଣିକି ସୁଲଭ ମୂଲ୍ୟରେ ଗାଁରୁ ବ୍ଲକ୍ ମୁଖ୍ୟାଳୟ, ଶିକ୍ଷାନୁଷ୍ଠାନ, ବଜାର ଓ ପ୍ରମୁଖ ସହର ଗମନାଗମନ ପାଇଁ ପାଉଛନ୍ତି ଏକ ଭରସାଯୋଗ୍ୟ ମାଧ୍ୟମ।

#CommuteRevolution
#GhareGhareLaxmi
account_circle
RideBuddy App(@RidebuddyApp) 's Twitter Profile Photo

RideBuddy – where convenience meets community! 🚗✨ Dive into seamless commutes, cost-effective rides, and a network of like-minded travelers. Google it and discover a new way to journey!

#comingsoon 
 #RideBuddy #CommuteRevolution #TravelTogether #kavachqr #trending
account_circle
LAxMI/ଲକ୍ଷ୍ମୀ(@LAccMI_Odisha) 's Twitter Profile Photo

Say goodbye to the days of squeezing into overloaded travels!

With LAXMI, village journeys are now seamless, affordable, comfortable and more enjoyable than ever.

#LaxmiYojana
#CommuteRevolution
account_circle
Nabina Odisha(@nabina_odisha) 's Twitter Profile Photo

ଏଣିକି ରାୟଗଡ଼ ଜିଲ୍ଲାର କ୍ଷୁଦ୍ର ଚାଷୀ ଭାଇ ଓ ଭଉଣୀମାନେ ପାଇବେ ନିଜ ଉତ୍ପାଦର ସଠିକ ମୂଲ୍ୟ, ହେବେନି ଠକାମିର ଶିକାର। ଲକ୍ଷ୍ମୀ ବସରେ ଅଳ୍ପ ଖର୍ଚ୍ଚରେ ଗାଁରୁ ବ୍ଲକକୁ ଯାଇ ନିଜ ପନିପରିବା ଏବଂ ଅନ୍ୟ ଗ୍ରାମୀଣ ଉତ୍ପାଦ ସଠିକ୍ ମୂଲ୍ୟରେ ବିକ୍ରି କରି ଭଲ ଦି ପଇସା ରୋଜଗାର କରିପାରିବେ।

account_circle
LAxMI/ଲକ୍ଷ୍ମୀ(@LAccMI_Odisha) 's Twitter Profile Photo

Transforming Travel into Employment Possibilities

Where opportunities meet mobility

LAXMI, unleashing employment potential by linking lives, fuelling jobs,and driving growth.

#LaxmiForEmployment
#CommuteRevolution
#GhareGhareLaxmi
account_circle
LAxMI/ଲକ୍ଷ୍ମୀ(@LAccMI_Odisha) 's Twitter Profile Photo

Uniting Destinations, Energizing Commutes & Nurturing Socio-economic challenges

on move towards fast Last Mile Connections, propelling you towards seamless journeys.

Uniting Destinations, Energizing Commutes & Nurturing Socio-economic challenges

#LAXMI on move towards fast Last Mile Connections, propelling you towards seamless journeys.

#CommuteRevolution
#GhareGhareLaxmi
account_circle