ଓଟିଭି(@otvkhabar) 's Twitter Profileg
ଓଟିଭି

@otvkhabar

ଖବର ଆମର, ନିଷ୍ପତ୍ତି ଆପଣଙ୍କର
We Report, You Decide
FB: https://t.co/Eo3M4tUUVk
INSTA: https://t.co/ShNzvnEvHo
YT: https://t.co/cXHzPNfXzk

ID:957169156419276801

linkhttps://otvkhabar.in/ calendar_today27-01-2018 08:31:25

192,3K Tweets

744,7K Followers

21 Following

ଓଟିଭି(@otvkhabar) 's Twitter Profile Photo

ପୁଣି ସାମ୍ନାକୁ ଆସିଲା ଦାଦନ ଶ୍ରମିକଙ୍କ ନିର୍ଯାତନାର ଚିତ୍ର। ଓମାନରେ ଫସିଛନ୍ତି ୭ ଓଡ଼ିଆ ଶ୍ରମିକ। ସେଥିରୁ ୫ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଖୋର୍ଦ୍ଧା ଓ ଅନ୍ୟଜଣେ ଜଗତସିଂହପୁରର

account_circle
ଓଟିଭି(@otvkhabar) 's Twitter Profile Photo

ଆଇପିଏଲ୍ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ। ଆସନ୍ତା ୨୬ ତାରିଖରେ କୋଲକାତା ନାଇଟ୍ ରାଇଡର୍ସ ସହ ହାଇଦ୍ରାବାଦର ହେବ ଫାଇନାଲ ଫାଇଟ୍

account_circle
ଓଟିଭି(@otvkhabar) 's Twitter Profile Photo

ରାଜସ୍ଥାନକୁ ମାତ୍ ଦେଲା ହାଇଦ୍ରାବାଦ; ୨୬ରେ କୋଲକାତା-ହାଇଦ୍ରାବାଦ ଫାଇନାଲ ଟକ୍କର

otvkhabar.in/news/sports/ip…

account_circle
ଓଟିଭି(@otvkhabar) 's Twitter Profile Photo

କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ମହାକାଳପଡା ତେରଗାଁରେ ବିଜେପିର ବିଶାଳ ମହିଳା ସମାବେଶ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଯୋଗଦେଇ ଦୁର୍ନୀତି ଭ୍ରଷ୍ଟାଚାରୀ ଶାସନକୁ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଛନ୍ତି

account_circle
ଓଟିଭି(@otvkhabar) 's Twitter Profile Photo

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମ୍ବଲପୁରରେ ବି କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା। ଭୋଟ ଗ୍ରହଣର ଅବ୍ୟବହିତ ପୂର୍ବରୁ ଆଜି ସଂଧ୍ୟାରେ ସମ୍ବଲପୁର ସହରରେ ପୋଲିସ କରିଥିଲା ଫ୍ଲାଗମାର୍ଚ୍ଚ

account_circle
ଓଟିଭି(@otvkhabar) 's Twitter Profile Photo

କଟକରେ ଭୋଟ୍ ପାଇଁ ନୋଟ୍ ବଣ୍ଟନର ଆଉ ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା। ଖୋଲାଖୋଲି ଭାବରେ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମହିଳା ମାନଙ୍କୁ କହିବା ସହ ଟଙ୍କା ବଣ୍ଟାଚାଲିଛି। କୁହାଯାଉଛି, ଏହି ଭାଇରାଲ୍ ଭିଡିଓଟି କଟକ ମହାନଗରର ୯ ନମ୍ବର୍ ଓ୍ବାର୍ଡ ବଙ୍ଗାଳୀ ସାହିର

account_circle
ଓଟିଭି(@otvkhabar) 's Twitter Profile Photo


ଯାଜପୁର ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ମୁଡ୍ ପରଖିଲା ଓଟିଭି । ଧାନମଣ୍ଡଳର ଝୋଟ କଳ ପାଲଟିଛି ଲୋକଙ୍କ ଦୁଃଖ..

account_circle
ଓଟିଭି(@otvkhabar) 's Twitter Profile Photo



ସଠିକ୍ ପ୍ରାର୍ଥୀଙ୍କୁ ଚୟନ ଜରୁରୀ । ସଠିକ୍ ପ୍ରାର୍ଥୀ ଚୟନ ନକଲେ ୫ ବର୍ଷ ପାଇଁ ନିଜର ସହ ଦେଶର ଉନ୍ନତିରେ ବାଧା ଉପୁଜିବ..

account_circle
ଓଟିଭି(@otvkhabar) 's Twitter Profile Photo



ଠକିବା ମୋ ଡିକ୍ସିନାରିରେ ନାହିଁ । ଜନତା ଲଢ଼ୁଛନ୍ତି ନିର୍ବାଚନ, ଜନତା ଅପରାଜେୟ ରହିବେ: ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ

account_circle
ଓଟିଭି(@otvkhabar) 's Twitter Profile Photo



ଲୋକଙ୍କ ସହଯୋଗରେ ନିର୍ବାଚନ ଲଢ଼ୁଛି, ମୋର ଦୁର୍ବଳତା ଯଥେଷ୍ଟ ଅର୍ଥ ନାହିଁ: ଭୁବନେଶ୍ୱର ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର

account_circle
ଓଟିଭି(@otvkhabar) 's Twitter Profile Photo



ରାଜନୀତି ମୋ କ୍ୟାରିୟର, ଜନସେବା ପେଷା । ଅର୍ଥବଳ ନାହିଁ, ଆନ୍ଦୋଳନରୁ ତିଆରି ହୋଇଛି: କଂଗ୍ରେସର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ୟାସିର ନୱାଜ

account_circle
ଓଟିଭି(@otvkhabar) 's Twitter Profile Photo



କେବେ ବିପକ୍ଷଙ୍କୁ ଦୁର୍ବଳ ଭାବିନୁ, ଚ୍ୟାଲେଞ୍ଜ ଭାବେ ନେଇଛୁ: ଭୁବନେଶ୍ୱର ମଧ୍ୟ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା

account_circle
ଓଟିଭି(@otvkhabar) 's Twitter Profile Photo


ମୁଖ୍ୟମନ୍ତ୍ରୀ ବନ୍ଧନରେ ଅଛନ୍ତି ? ପୋଲିସ ମହାନିର୍ଦ୍ଦେଶକଙ୍କୁ ବିଜେପିର ଚିଠି ପରେ ରାଜ୍ୟରେ ଚର୍ଚ୍ଚା ଜୋରଦାର । ବରିଷ୍ଠ ସାମ୍ବାଦିକଙ୍କ ମତ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିନପାରି ଆଗରୁ ଦଳ ଛାଡ଼ିଛନ୍ତି ଏକାଧିକ ଶାସକ ଦଳର ନେତା

account_circle
ଓଟିଭି(@otvkhabar) 's Twitter Profile Photo


ଓଡ଼ିଶାରେ ବଢ଼ୁଛି କି ନେତା ଓ ଜନତାଙ୍କ ମଧ୍ୟରେ ବ୍ୟବଧାନ ? କାହା ହାତରେ ଓଡ଼ିଶାର ଶାସନ ବ୍ୟବସ୍ଥା ?

account_circle
ଓଟିଭି(@otvkhabar) 's Twitter Profile Photo

ନିର୍ବାଚନ ସମୟରେ ନବୀନ ବନ୍ଦୀ !! ଉଦ୍ଧାର ପାଇଁ DGPଙ୍କୁ ଚିଠି ଲେଖିଲା ବିଜେପି

otvkhabar.in/news/politics/…

account_circle
ଓଟିଭି(@otvkhabar) 's Twitter Profile Photo

ଭେଳିକି ପାଲଟିବ କି ମାଗଣା ବିଜୁଳି, ଭୋଟ୍ ପଶାପାଲିରେ ମାଗଣା ବିଜୁଳି ଥୋପ

otvkhabar.in/news/politics/…

account_circle
ଓଟିଭି(@otvkhabar) 's Twitter Profile Photo

-ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଘଟିଥିଲା ହତ୍ୟାକାଣ୍ଡ
-ଭୋଟରଙ୍କୁ ନେଇ ଯିବା ବେଳେ ଅଟୋ ଚାଳକଙ୍କୁ ହତ୍ୟା ହୋଇଥିଲା

-ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଘଟିଥିଲା ହତ୍ୟାକାଣ୍ଡ -ଭୋଟରଙ୍କୁ ନେଇ ଯିବା ବେଳେ ଅଟୋ ଚାଳକଙ୍କୁ ହତ୍ୟା ହୋଇଥିଲା #Crime #Odisha #OTV
account_circle
ଓଟିଭି(@otvkhabar) 's Twitter Profile Photo

:
-ସରସରା ହତ୍ୟା ଘଟଣାରେ ୨ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ
-ସଦର ଥାନା IIC ଓ ଅବକାରୀ ଷ୍ଟେସନ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ
-ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
-ହତ୍ୟା ଘଟଣାରେ ଜଣେ ଗିରଫ, ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍

account_circle