NandighoshaTV(@NandighoshaTV) 's Twitter Profileg
NandighoshaTV

@NandighoshaTV

Official Twitter feed of Nandighosha TV, Fastest growing television channel in Odisha.
Website: https://t.co/UBel1ZnKoP
Youtube: https://t.co/BcszM8cUEK

ID:740427541220065280

linkhttp://www.nandighoshatv.com calendar_today08-06-2016 06:17:37

97,1K Tweets

84,0K Followers

15 Following

NandighoshaTV(@NandighoshaTV) 's Twitter Profile Photo

ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ, ଦଳୀୟ ସ୍ବାର୍ଥ ଲାଗି ନୀତି ଓ ନୈତିକତା ହରାଇଲେ ଓ-ଟିଭି, ଡିଜିଟାଲ ପୋର୍ଟାଲ ଓଡ଼ିଶା ରିପୋର୍ଟର ଏବଂ ଅର୍ଗସ ନ୍ଯୁଜ nandighoshatv.com/bjd-ceo-on-otv…

account_circle
NandighoshaTV(@NandighoshaTV) 's Twitter Profile Photo

ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ୧୪ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ nandighoshatv.com/sundargarh-dea…

account_circle
NandighoshaTV(@NandighoshaTV) 's Twitter Profile Photo

ଭଦ୍ରକ ଜିଲ୍ଲାରେ ଜାରି ହୋଇଛି ୧୪୪ ଧାରା । ସବୁ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ଜାରି କରିଛନ୍ତି ଜିଲ୍ଲାପାଳ । ନିର୍ବାଚନ ସରିବା କଟକଣା ବଳବତ୍ତର ରହିବ । ଏହି ସମୟରେ ୫ରୁ ଅଧିକ ଲୋକ ଏକାଠି ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭଦ୍ରକ ଜିଲ୍ଲାରେ ଜାରି ହୋଇଛି ୧୪୪ ଧାରା । ସବୁ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ଜାରି କରିଛନ୍ତି ଜିଲ୍ଲାପାଳ । ନିର୍ବାଚନ ସରିବା କଟକଣା ବଳବତ୍ତର ରହିବ । ଏହି ସମୟରେ ୫ରୁ ଅଧିକ ଲୋକ ଏକାଠି ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । #bhadrak #odishapolitics #nandighoshatv
account_circle
NandighoshaTV(@NandighoshaTV) 's Twitter Profile Photo

ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ nandighoshatv.com/election-commi…

account_circle
NandighoshaTV(@NandighoshaTV) 's Twitter Profile Photo

ଲୋକଙ୍କୁ ଟଙ୍କା ବାଣ୍ଟି ଆକ୍ରୋଶର ଶିକାର ହେଲେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା nandighoshatv.com/abhilash-attac…

account_circle
NandighoshaTV(@NandighoshaTV) 's Twitter Profile Photo

ଝାରସୁଗୁଡ଼ାରେ ୪୭ ଡିଗ୍ରୀ ଛୁଇଁଲା ଦିନର ତାପମାତ୍ରା nandighoshatv.com/jharsuguda-wea…

account_circle
NandighoshaTV(@NandighoshaTV) 's Twitter Profile Photo

ପୁରୀରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ପାଣ୍ଡିଆନ୍। ଆଜି ପ୍ରଚାର ଶେଷ ହେବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପୁରୀରେ ପହଞ୍ଚିଛନ୍ତି ପାଣ୍ଡିଆନ୍।

ପୁରୀରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ପାଣ୍ଡିଆନ୍। ଆଜି ପ୍ରଚାର ଶେଷ ହେବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପୁରୀରେ ପହଞ୍ଚିଛନ୍ତି ପାଣ୍ଡିଆନ୍। #puri #kartikpandian #nandighoshatv
account_circle
NandighoshaTV(@NandighoshaTV) 's Twitter Profile Photo

ଆସିଲା ଡେଙ୍ଗୁ ଟିକା, ଭାକ୍ସିନକୁ ଅନୁମୋଦନ କଲା ବିଶ୍ବ ସ୍ବାସ୍ଥ୍ଯ ସଂଗଠନ nandighoshatv.com/dengue-vaccine/

account_circle
NandighoshaTV(@NandighoshaTV) 's Twitter Profile Photo

୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ଓଡ଼ିଆ ଫିଲ୍ମ ନନ୍ଦ ମାଷ୍ଟରଙ୍କ ଚାଟଶାଳୀ nandighoshatv.com/odia-film-nand…

account_circle
NandighoshaTV(@NandighoshaTV) 's Twitter Profile Photo

ଝାରସୁଗୁଡ଼ାରେ ଅଗ୍ନିବର୍ଷା । ଝାରସୁଗୁଡ଼ାରେ ୪୭ ଡିଗ୍ରୀ ଛୁଇଁଲା ତାପମାତ୍ରା

ଝାରସୁଗୁଡ଼ାରେ ଅଗ୍ନିବର୍ଷା । ଝାରସୁଗୁଡ଼ାରେ ୪୭ ଡିଗ୍ରୀ ଛୁଇଁଲା ତାପମାତ୍ରା #jharsuguda #weatherreport #hitwave #nandighoshatv
account_circle
NandighoshaTV(@NandighoshaTV) 's Twitter Profile Photo

୧୫୦ ଫୁଟ ତଳକୁ ଖସିପଡ଼ିଛି ତୀର୍ଥଯାତ୍ରୀ ବସ୍ nandighoshatv.com/bus-accident-o…

account_circle
NandighoshaTV(@NandighoshaTV) 's Twitter Profile Photo

କେରଳରେ ଆଶ୍ୱସ୍ତି, ଓଡ଼ିଶାରେ ତାତି nandighoshatv.com/moonsoon-on-ke…

account_circle
NandighoshaTV(@NandighoshaTV) 's Twitter Profile Photo

- ୧୫୦ ଫୁଟ୍ ତଳକୁ ଖସିଲା ବସ୍, ୨୧ ମୃତ
- ଜାମ୍ମୁ ରାଜୈାରୀ ଜିଲ୍ଲାରେ ଦୁର୍ଘଟଣା, ଉଦ୍ଧାର କାର୍ଯ୍ୟ ଜାରି
- ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଅଘଟଣ
- ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି

- ୧୫୦ ଫୁଟ୍ ତଳକୁ ଖସିଲା ବସ୍, ୨୧ ମୃତ - ଜାମ୍ମୁ ରାଜୈାରୀ ଜିଲ୍ଲାରେ ଦୁର୍ଘଟଣା, ଉଦ୍ଧାର କାର୍ଯ୍ୟ ଜାରି - ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଅଘଟଣ - ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି #jammu #accident #nandighoshatv
account_circle
NandighoshaTV(@NandighoshaTV) 's Twitter Profile Photo


ଦିନକ ପରେ ଶେଷ ପର୍ଯ୍ୟାୟ ନିର୍ବାଚନ
ଦେଖନ୍ତୁ ଆଜି ରାତି ୮ଟାରେ, କେବଳ NandighoshaTV ରେ

#ଆଜିର_ବିତର୍କ ଦିନକ ପରେ ଶେଷ ପର୍ଯ୍ୟାୟ ନିର୍ବାଚନ ଦେଖନ୍ତୁ ଆଜି ରାତି ୮ଟାରେ, କେବଳ NandighoshaTV ରେ #DebateTime #odishapolitics #NandighoshaTV #GeneralElection2024
account_circle